Posted inଜାତୀୟ

ପୁରୁଣା ପେନ୍‌ସନ୍‌ ହେବ ଲାଗୁ!ନିର୍ବାଚନୀ ମାନିଫେଷ୍ଟୋରେ ଘୋଷଣା

ଲକ୍ଷ୍ନୌ,୧୦।୪: ସମାଜବାଦୀ ପାର୍ଟି ପକ୍ଷରୁ ବୁଧବାର ମନିଫେଷ୍ଟୋ ପ୍ରକାଶ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସଭାପତି ଅଖିଳେଶ ଯାଦବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମାଜବାଦୀ ପାର୍ଟିର ସୋସିଆଲ ମିଡିଆ ପେଜ୍‌ରୁ ପରାମର୍ଶ ନିଆଯାଇ ଏହି ମାନିଫେଷ୍ଟୋ ପ୍ରସ୍ତୁତ କରାଯାଇଥିଲା।
ଏହି ମାନିଫେଷ୍ଟୋ ସେ ଅନେକ କିଛି ପ୍ରତିଶ୍ରୁତି ଦେଇଛନ୍ତି। ଏଥିରେ ମହିଳାମାନଙ୍କ ପାଇଁ ଶୂନ୍ୟ ସହନଶୀଳତା, କେଜିରୁ ପିଜି ପର୍ଯ୍ୟନ୍ତ ଝିଅଙ୍କୁ ମାଗଣା ଶିକ୍ଷା, ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବା, ୨୦୨୫ ସୁଦ୍ଧା ଜାତି ଭିତ୍ତିକ ଜନଗଣନା, ୨୦୨୫ ସୁଦ୍ଧା ଏସ୍‌ସି/ଏସ୍‌ଟି ଏବଂ ଓବିସିର ସମସ୍ତ ସରକାରୀ ପଦବୀ ପୂରଣ, ବେସରକାରୀ କ୍ଷେତ୍ରରେ ସମାଜର ସମସ୍ତ ବିଭାଗର ଅଂଶଗ୍ରହଣ ନିଶ୍ଚିତ କରିବ, ୨୦୨୯ ସୁଦ୍ଧା ଦାରିଦ୍ର୍ୟର ସମ୍ପୂର୍ଣ୍ଣ ବିଲୋପ,ସମସ୍ତ କୃଷକଙ୍କୁ ଆଇନଗତ ଗ୍ୟାରେଣ୍ଟି ଭାବରେ ଏମ୍‌ଏସ୍‌ପି, MNREGA ଅଧୀନରେ ମଜୁରୀ ୪୫୦ ଟଙ୍କାକୁ ବୃଦ୍ଧ,ସମସ୍ତ ଖାଲି ସରକାରୀ ଚାକିରି ତୁରନ୍ତ ପୂରଣ ହେବ,ପୋଲିସ ସହିତ ସରକାରୀ ଚାକିରିରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପେଡେକ୍ସ ସାଟେଲାଇଟ୍‌କୁ ଅଲଗା କଲା ଇସ୍ରୋ

ନୂଆଦିଲ୍ଲୀ,୧୩ା୩: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଗୁରୁବାର ସ୍ପେଡ୍‌କ୍ସ ସାଟେଲାଇଟ୍‌ଗୁଡ଼ିକୁ ସଫଳତାର ସହ ଡି-ଡକିଂ (ପୃଥକ୍‌) କରିଛି। ଫଳରେ ଭବିଷ୍ୟତର ମହତ୍ତ୍ୱାକାଂକ୍ଷୀ ଚନ୍ଦ୍ର ଅଭିଯାନ,...

ପୋଲିସ ଅଫିସରଙ୍କୁ ହତ୍ୟା

ପାଟନା,୧୩ା୩: ବିହାରର ଅରାରିଆ ଜିଲାରେ ଜଣେ ପୋଲିସ ଅଫିସର ଅପରାଧୀ ଅନମୋଲ ଯାଦବଙ୍କୁ ଗିରଫ କରିବା ପାଇଁ ଯାଇଥିବା ବେଳେ ତାଙ୍କୁ ପିଟି ହତ୍ୟା କରାଯାଇଛି।...

Holiରେ କାହା ଉପରେ ରଙ୍ଗ ପକାଇଲେ ହେବ ଆକ୍ସନ! ରଙ୍ଗ ଖେଳିବା ପାଇଁ ଜାରି ହେଲା ଗାଇଡଲାଇନ

ହାଇଦ୍ରାବାଦ,୧୩।୩: ଆସନ୍ତାକାଲି ୧୪ ମାର୍ଚ୍ଚରେ ସାରା ଦେଶରେ ହୋଲି ପର୍ବ ପାଳନ କରାଯିବ। ଏଥର ହୋଲି ସମ୍ପର୍କରେ ଅନେକ ଭିନ୍ନ ଭିନ୍ନ ବକ୍ତବ୍ୟକୁ ନେଇ ବହୁତ...

‘୧୦ ଜଣ ପୁରୁଷଙ୍କୁ ବିବାହ କରିପାରିବେ ଉତ୍ତର ଭାରତର ମହିଳା’, ଷ୍ଟାଲିନଙ୍କ ମନ୍ତ୍ରୀଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୧୩।୩: ହିନ୍ଦୀ ଏବଂ ସୀମା ନିର୍ଦ୍ଧାରଣକୁ ନେଇ ଦକ୍ଷିଣ ଭାରତୀୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ମଧ୍ୟରେ, ଉତ୍ତର ଏବଂ ଦକ୍ଷିଣ ମଧ୍ୟରେ...

ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୩।୩: ଶୁକ୍ରବାର (୧୪ ମାର୍ଚ୍ଚ, ୨୦୨୫) ରଙ୍ଗର ପର୍ବ ହୋଲି ପାଳନ କରିବାକୁ ସାରା ଦେଶ ପ୍ରସ୍ତୁତ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର...

ହୋଲି ରଙ୍ଗ ଲଗାଇବାକୁ ବାରଣ କରିବାରୁ 25 ବର୍ଷୀୟ ଯୁବକଙ୍କ ଗଳାକାଟି ହତ୍ୟା

ଜୟପୁର,୧୩ା୩: ରାଜସ୍ଥାନର ଦୌସା ଜିଲାରେ ହୋଲି ପୂର୍ବରୁ ରଙ୍ଗ ଲଗାଇବାକୁ ତିନି ଜଣ ବ୍ୟକ୍ତିଙ୍କୁ ବାରଣ କରିବାରୁ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଗଳାକାଟି ହତ୍ୟା...

ତାମିଲନାଡ଼ୁ ବ୍ୟକ୍ତି ଡିଜାଇନ୍‌ କରିଥିଲେ ଟଙ୍କାର ପ୍ରତୀକ ‘₹’, ବାପା ଥିଲେ DMK ବିଧାୟକ; ଏବେ ଷ୍ଟାଲିନଙ୍କୁ ଘେରିଲା ଭାଜପା

ଚେନ୍ନାଇ,୧୩।୩: ତାମିଲନାଡ଼ୁରେ ଚାଲିଥିବା ଭାଷା ବିବାଦ ମଧ୍ୟରେ ଷ୍ଟାଲିନ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବଜେଟ ସମୟରେ ସରକାର ଟଙ୍କାର ବ୍ୟବହାରୀକ ପ୍ରତୀକ ‘₹’ ହଟାଇ...

ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଭୂସ୍ଖଳନ, ଫସିଗଲେ ଡଜନେରୁ ଅଧିକ ଲୋକ

ଜମ୍ମୁ,୧୩।୩: ଗୁରୁବାର ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାର ପହଲଗାମ ଅଞ୍ଚଳରେ ମୁଖ୍ୟ ଟ୍ୟାକ୍ସି ଷ୍ଟାଣ୍ଡର ୧୫ ଫୁଟ ଉଚ୍ଚ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଅତି କମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image