Posted inଜାତୀୟ

ଆଦାନୀଙ୍କୁ ନେଇ ପୁଣି ସଂସଦରେ ହୋହାଲ୍ଲା: ୨ଟା ଯାଏ ଗୃହ ମୁଲତବୀ

ନୂଆଦିଲ୍ଲୀ,୩।୨: ବଜେଟ ଅଧିବେଶନର ଚତୃର୍ଥ ଦିନରେ ମଧ୍ୟ ସଂସଦରେ ବିରୋଧୀ ହଟ୍ଟଗୋଳ କରିଛନ୍ତି। ଶୁକ୍ରବାର ଅଧିବେଶନ ଆରମ୍ଭ ହେବା ପରଠାରୁ ବିରୋଧୀ ଗୃହରେ ହୋହାଲ୍ଲା କରିଥିଲେ। ଫଳରେ ଗୃହର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଏହାପରେ ସଂସଦର ଉଭୟ ଗୃହ ଲୋକ ସଭା ୨ଟା ପର୍ଯ୍ୟନ୍ତ ଓ ରାଜ୍ୟ ସଭା କାର୍ଯ୍ୟକୁ ୨ଟା ୩୦ଯାଏ ସ୍ଥଗିତ ରଖାଯାଇଛି। ୨ଟା ୩୦ପରେ ପୁଣି ରାଜ୍ୟ ସଭା ବୈଠକ କରିବେ। ହିଡେନ୍‌ବର୍ଗ ରିପୋର୍ଟ ଏବଂ ଆଦାନୀ ଗ୍ରୁପ୍‌ କମ୍ପାନୀଗୁଡ଼ଇକର ଶେୟାର ମୂଲ୍ୟରେ ବ୍ୟାପକ ହ୍ରାସ ଉପରେ ଆଲୋଚନା କରିବାକୁ ବିରୋଧୀ ସଦସ୍ୟ ଦାବି କରିଛନ୍ତି। ମିଳିତ ସଂସଦୀୟ କମିଟି ତଦନ୍ତ କିମ୍ବା ସୁପ୍ରିମକୋର୍ଟଙ୍କ ତଦାରଖକାରୀ ପ୍ୟାନେଲ ଦ୍ୱାରା ଯାଞ୍ଚ ପାଇଁ ବିରୋଧୀ ଜୋର ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କୌଣସି ବାହାର ଦେଶ ଗସ୍ତ କରି ନାହାଁନ୍ତି ପରିବାର, କେମିତି HMPV ସଂକ୍ରମିତ ହେଲେ ୮ ମାସର ଶିଶୁ? ବିଶେଷଜ୍ଞ କହିଲେ…

ନୂଆଦିଲ୍ଲୀ,୬।୧: କର୍ନାଟକରେ ୩ମାସ ଓ ୮ ମାସ ବୟସର ଦୁଇ ଶିଶୁ ହ୍ୟୁମାନ ମେଟାପ୍ନୁମୋଭାଇରସ (HMPV)ର ସଂକ୍ରମଣ ଥିବା ଦେଖିବାକୁ ମିଳିଛି। ଏହି ଜୀବାଣୁ ଚାଇନାରେ...

ବଢିଲାଣି HMPV ସଂକ୍ରମଣ! ଭୟଭୀତ ହୋଇପଡୁଛନ୍ତି ଜନତା, କର୍ନାଟକ ପରେ ଏବେ ଗୁଜରାଟ

ନୂଆଦିଲ୍ଲୀ,୬।୧: ଚାଇନାରେ ବ୍ୟାପିଥିବା ମାନବ ମେଟାପ୍ନୁମୋଭାଇରସ (HMPV) ସଂକ୍ରମଣ ଏବେ ଭାରତରେ ପହଞ୍ଚିଛି। ସୂଚନା ଦେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କହିଛି...

ପ୍ରଶାନ୍ତ କିଶୋରଙ୍କୁ ପାଟନା ସିଭଲ କୋର୍ଟରୁ ମିଳିଲା ଜାମିନ

ପାଟନା,୬।୧: ବିହାରରେ ବିପିଏସସି ପରୀକ୍ଷାରେ ଅନିୟମିତତା ବିରୋଧରେ ବିରୋଧ କରୁଥିବା ପ୍ରାର୍ଥୀଙ୍କୁ ସମର୍ଥନ କରି ପାଟଣାର ଗାନ୍ଧୀ ମଇଦାନରେ ଆମରଣ ଅନଶନ କରିଥିବା ଜନ ସୁରଜ...

HMPV ନୁହେଁ ଚାଇନାରେ ମାଡିଗଲାଣି ଆଉ ଏକ ଭାଇରସ, ଫୁସଫୁସରେ ହେଉଛି…ଭାରତରେ ହାଇ ଆଲର୍ଟ!

ନୂଆଦିଲ୍ଲୀ,୬।୧: ଚାଇନାରେ ହ୍ୟୁମାନ ମେଟାପ୍ନୁମୋଭାଇରସ ମାମଲା ରିପୋର୍ଟ ହୋଇଛି। ଏହି ଭାଇରସ ଶ୍ୱାସକ୍ରିୟା ଦ୍ୱାରା ସଂକ୍ରମିତ ହୋଇ ବ୍ୟାପିବାରେ ଲାଗିଛି। ଏଯାଏ ୨ଟି ଶିଶୁ ଆକ୍ରାନ୍ତ...

ଡରାଇଲାଣି HMPV ଭାଇରସ, ୨ଜଣ ସଂକ୍ରମିତ

ନୂଆଦିଲ୍ଲୀ,୬।୧: ଚାଇନାରେ ଏଚଏମପିଭି ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ସେହି ଭାଇରସ ଚାଇଡ଼ାରୁ ବ୍ୟାପୀ ୩ଟି ଦେଶରେ ପ୍ରଭାବ ବିସ୍ତାର ବରିଛି। ଚାଇନାରୁ...

ରାଗିଗଲେ ରାଜ୍ୟପାଳ: ଗୃହ ଛାଡି ପଳାଇଲେ

ଚେନ୍ନାଇ,୬।୧:ବିଧାନସଭା ଅଧିବେଶନରେ ଜାତୀୟ ସଂଗୀତକୁ ଅପମାନିତ ହେବା ଦେଖି ତାମିଲନାଡୁର ରାଜ୍ୟପାଳ ଆର.ଏନ ରବି କ୍ରୋଧିତ ହୋଇ ବିଧାନସଭା ଅଧିବେଶନକୁ ସମ୍ବୋଧନ ନ କରି ଗୃହରୁ...

୬୬ ବର୍ଷ ପୂର୍ବରୁ ପୃଥିବୀରେ ଅଛି HMPV Virus, ଅଣଦେଖା କରିବାରୁ ନେଉଛି ପ୍ରତିଶୋଧ! ଜାଣନ୍ତୁ ଏହା କେତେ ଭୟଙ୍କର

ବେଜିଂ/ନୂଆଦିଲ୍ଲୀ,୬।୧: ବିଶ୍ୱରେ ଅନେକ ପ୍ରକାରର ଭାଇରସ ଅଛନ୍ତି, ସେଥିମଧ୍ୟରୁ କେତେକ ବିପଜ୍ଜନକ ହୋଇଥିବାବେଳେ କେତେକ କମ କ୍ଷତିକାରକ। ଏହି ଜୀବାଣୁ ଉପରେ ଅଧ୍ୟୟନ କରିବା ପରେ...

ଚମକାଇ ଦେବ ଖବରଦାତା ମୁକେଶଙ୍କ ପୋଷ୍ଟ ମର୍ଟମ ରିପୋର୍ଟ, ଲିଭର ହୋଇଥିଲା ୪ ଖଣ୍ଡ…

ରାୟପୁର,୬।୧: ଛତିଶଗଡ଼ର ବିଜାପୁର ଜିଲାରେ ସାମ୍ବାଦିକ ମୁକେଶ ଚନ୍ଦ୍ରକରଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ଜାରି କରାଯାଇଛି, ଯାହା ହୃଦୟ ବିଦାରକ। କଣ୍ଟ୍ରାକ୍ଟର ସୁରେଶ ଚନ୍ଦ୍ରକରଙ୍କ ଦ୍ୱାରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri