ଉର୍ବସୀଙ୍କ ପ୍ରାଇଭେଟ୍‌ ଭିଡିଓ ଭାଇରାଲ୍‌: ବାଥ୍‌ରୁମ୍‌ରେ…

ବଲିଉଡ ଅଭିନେତ୍ରୀ ଉର୍ବସୀ ରଉତେଲା ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଉର୍ବସୀଙ୍କ ଏକ ପ୍ରାଇଭେଟ୍‌ ଭିଡିଓ ଭାଇରାଲ ହୋଇଛି। ଏହାକୁ ନେଇ ଆଲୋଚନା ଜୋରସୋରରେ ଚାଲିଛି। ଉର୍ବଶୀଙ୍କ ଏକ ବାଥରୁମ ଭିଡିଓ ସୋସିଆଲ ମିଡିଆରେ ଲିକ ହୋଇଛି। ଏଥିରେ ସେ ତାଙ୍କ କୁର୍ତ୍ତା ଓହ୍ଲାଉଛନ୍ତି।
ସେଲିବ୍ରିଟି ଫଟୋଗ୍ରାଫର ମାନଭ ମଙ୍ଗଲାନି ମଧ୍ୟ ଉର୍ବସୀଙ୍କ ଏହି ଭିଡିଓକୁ ତାଙ୍କ ଇନଷ୍ଟା ଆକାଉଣ୍ଟରେ ଶେୟାର କରିଛନ୍ତି। ଭିଡିଓରେ ଉର୍ବସୀ ଏକ ସୁଟ ପିନ୍ଧିଥିବାର ନଜର ଆସିଛନ୍ତି, ମଙ୍ଗଲସୁତ୍ର ମଧ୍ୟ ତାଙ୍କ ବେକରେ ଦେଖାଯାଉଛି। ପ୍ରଥମେ ସେ ବାଥରୁମ ଭିତରକୁ ପ୍ରବେଶ କରନ୍ତି, ଟାୱେଲ ଟାଙ୍ଗନ୍ତି ଏବଂ ତାଙ୍କ ପୋଷାକ କାଢିବା ଆରମ୍ଭ କରନ୍ତି ଏବଂ ପରେ ଭିଡିଓ ଶେଷ ହୁଏ। ଏହି ଭିଡିଓ ଦେଖିବା ପରେ ୟୁଜର୍ସ ପୁଣି ଅଭିନେତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି ଏବଂ ସୋସିଆଲ ମିଡିଆରେ ସମାଲୋଚନା କରିବା ଆରମ୍ଭ କରିଛନ୍ତି।
ଉର୍ବଶୀ ରଉତେଲାଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଜେଏନୟୁ’ରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ମୁକ୍ତିଲାଭ କରିଥିଲା। ବର୍ତ୍ତମାନ ଉର୍ବସୀଙ୍କୁ ହିନ୍ଦୀ ଚଳଚ୍ଚିତ୍ର ‘ଦିଲ ହୈ ଗ୍ରେ’ ଏବଂ ତେଲୁଗୁ ଚଳଚ୍ଚିତ୍ର ‘ବ୍ଲାକ ରୋଜ’ରେ ଦେଖିବାକୁ ମିଳିବ।

Share