ଟ୍ରୋଲ ହେଲେ ଉର୍ବଶୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ତାଙ୍କର ନୂଆ ନୂଆ ଲୁକରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥାନ୍ତି। ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରୁହନ୍ତି ସେ। କେବେ କେବେ ଏଭଳି କିଛି ଲୁକ୍‌କୁ ନେଇ ସେ ଟ୍ରୋଲ ମଧ୍ୟ ହୁଅନ୍ତି।
ନିକଟରେ ଇନଷ୍ଟାଗ୍ରାମରେ ସେ ତାଙ୍କର ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କର ଗ୍ଲାମରସ ଲୁକ୍‌କୁ କେହି କେହି ପସନ୍ଦ କରୁଥିବା ବେଳେ ଆଉ କେହି ନାପସନ୍ଦ ମଧ୍ୟ କରୁଛନ୍ତି। ଏହାକୁ ନେଇ ତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି। ଶେୟାର କରିଥିବା ଭିଡିଓରେ ସେ ଏକ ସିଲଭର ରଙ୍ଗର ସିମରି ଆଉଟଫିଟରେ ନଜର ଆସୁଛନ୍ତି।

 

Share