Categories: Video

US carpet-bombs ISIS-infested island in Iraq | ଇରାକରେ ପୁଣି ଏୟାର ଷ୍ଟ୍ରାଇକ୍

F-15 and F-35 fighter aircrafts of US Air Force dropped 36,000 kilograms of munitions on Qanus Island in Iraq to disrupt ISIS fighters’ ability to hide in the thick vegetation. The US air force has released a video showing the fighter jets bombing the island that shows the small, tree-covered island peppered with a series of huge explosions in quick succession.

ଆମେରିକା ପୁଣି ଥରେ ଇରାକରେ ଆଇଏସ୍ଆଇଏସ୍ କ୍ୟାମ୍ପ ଉପରେ ଏୟାରଷ୍ଟ୍ରାଇକ୍ କରିଛି। ଏହି ଏୟାରଷ୍ଟ୍ରାଇକ୍ ରେ ଆମେରିକା ପକ୍ଷରୁ 36 ହଜାର କେଜିର ବୋମା ପକାଯାଇଛି। ଏହି ସମସ୍ତ ବମ୍ ଆମେରିକା ଆଧୁନିକ ଏଫ-35 ଓ ଏଫ୍-15 ଲଢୁଆ ବିମାନରୁ ପକାଯାଇଛି। ଏହିସବୁ ବମ ଦିଗଡି ନଦୀ ମଧ୍ୟରେ ଥିବା ଏକ ଦ୍ବୀପରେ ପଡିଛି। ଆଇଏସ୍ ବିରୋଧରେ ଆମେରିକା ଚଳାଇଥିବା ଅପରେସନରେ ଏହି ଆକ୍ରମଣ କରାଯାଇଛି।