ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ବାଇଡେନ। ଡେମୋକ୍ରାଟ ଦଳର ପ୍ରାର୍ଥୀ ବାଇଡେନ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଟ ଟମ୍ପଙ୍କୁ ମାତ୍ ଦେଇ ଏହି ବିଜୟ ହାସଲ କରିଛନ୍ତି। ମ୍ୟାଜିକ ନମ୍ବର ୨୭୦ ଟପିବା ସହ ବାଇଡେନ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବା ନେଇ ଚିତ୍ର ସ୍ପଷ୍ଟ ହୋଇଛି।