ଚାଇନାର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବାକୁ ଆମେରିକାକୁ ଚେତାବନୀ…

ବେଜିଂ,୧୪।୬ : ଚାଇନା ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗ ବୁଧବାର ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଫୋନ କରିଛନ୍ତି। ସେ କହିଛନ୍ତି ଆମେରିକା ଚାଇନାର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ବନ୍ଦ କରିବା ଉଚିତ। ରାଜ୍ୟ ଗଣମାଧ୍ୟମ ପକ୍ଷରୁ ଏସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି।

ତାଇୱାନ ପ୍ରସଙ୍ଗ ଭଳି ଚାଇନାର ପ୍ରମୁଖ ଚିନ୍ତାଧାରାକୁ ଆମେରିକା ସମ୍ମାନ ଦେବା ଉଚିତ। ଏଭଳି ନ ହେଲେ ଦୁଇ ଦେଶ ମଧ୍ୟରେ ଅଯଥା ଉତ୍ତେଜନା ବଢ଼ିବାର ଆଶଙ୍କା ରହିଛି।

Share