ଅନ୍ୟ ଝିଅଙ୍କୁ ଚାହିଁବାରୁ ପ୍ରେମିକଙ୍କୁ ଆଖି ଫୁଟାଇ ଦେଲେ ପ୍ରେମିକା

ଫ୍ଲୋରିଡା,୩୦।୧୧: ପ୍ରେମିକା ସାମ୍ନାରେ ଅନ୍ୟ ସ୍ତ୍ରୀକୁ ଦେଖିବାରୁ ଭୟଙ୍କର ପଦକ୍ଷେପ ନେଇଛନ୍ତି ପ୍ରେମିକା ଜଣକ। ପ୍ରେମିକଠାରୁ ପ୍ରତିଶୋଧ ନେବାକୁ ଯାଇ ମହିଳା ଏପରି କିଛି କରିଛନ୍ତି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମହିଳା ଜଣକ ତାଙ୍କ ପ୍ରେମିକ ଆଖିରେ ରାବିସ ଇଞ୍ଜେକ୍ସନ ଗେଞ୍ଜି ଦେଇଛନ୍ତି। ମହିଳାଜଣକ ଆଠ ବର୍ଷ ଧରି ତାଙ୍କ ପ୍ରେମିକଙ୍କ ଲିଭ-ଇନ ସଂପର୍କରେ ଥିଲେ। ଗତ ଶନିବାର ରାତିରେ ସେ ଏପରି ରାଗି ଯାଇଥିଲେ ଯେ ନିଜ ହିତାହିତ ଜ୍ଞାନ ହରାଇ ବସିଥିଲେ।

ଘଟଣାଟି ହେଉଛି ଆମେରିକାର ଫ୍ଲୋରିଡାର। ୪୪ ବର୍ଷୀୟ ଅଭିଯୁକ୍ତ ପ୍ରେମିକା ସାନ୍ଦ୍ରା ଜିମେନେଜଙ୍କୁ ଏହି ମାମଲାରେ ପୋଲିସ ଗିରଫ କରିଛି। ପ୍ରେମିକ ଅନ୍ୟ ଝିଅଙ୍କୁ ଦେଖିବାରୁ ସାନ୍ଦ୍ର ରାଗି ଯାଇଥିଲେ। ପୋଲିସର ସୂଚନାନୁସାରେ, ଶନିବାର ରାତି ୧୦ଟାରେ ଏହି କପୁଲ ନିଜ ଘରେ ପହଞ୍ଚିବା ପରେ ସାନ୍ଦ୍ରା ପ୍ରେମିକଙ୍କୁ ରାବିସ ଛୁଞ୍ଚିରେ ଆକ୍ରମଣ କରିଥିଲେ। ପୀଡିତ ତାଙ୍କ ବିବୃତ୍ତିରେ କହିଛନ୍ତି, ସେ ସୋଫାରେ ଶୋଇଥିବା ବେଳେ ସାନ୍ଦ୍ରା ତାଙ୍କ ଉପରକୁ ଡେଇଁପଡି ରାବିସ ଛୁଞ୍ଚିରେ ଡାହାଣ ଆଖିକୁ ଆକ୍ରମଣ କରିଥିଲେ। ନିଜ କୁକୁରମାନଙ୍କ ପାଇଁ ଏହି ଇଞ୍ଜେକ୍ସନ ଆଣିଥିବା ନେଇ ପୀଡିତ ସ୍ପଷ୍ଟ କରିଛନ୍ତି। କିନ୍ତୁ ସାନ୍ଦ୍ରା କ’ଣ ଭାବୁଥିଲେ ସେ ଜାଣି ନଥିଲେ।

ସାନ୍ଦ୍ର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୀଡିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ସାନ୍ଦ୍ରାଙ୍କୁ ଖୋଜାଖୋଜି କରିଥିଲେ। କିଛି ଘଣ୍ଟା ପରେ ପୋଲିସ ତାଙ୍କୁ ତାଙ୍କ ଘର ବାହାରେ ତାଙ୍କ କାରରେ ଶୋଇଥିବାର ପାଇଥିଲେ।

ର। ୪୪ ବର୍ଷୀୟ ଅଭିଯୁକ୍ତ ପ୍ରେମିକା ସାନ୍ଦ୍ରା ଜିମେନେଜଙ୍କୁ ଏହି ମାମଲାରେ ପୋଲିସ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲକୁ ଧକ୍କାଦେଲା ହେଲିକପ୍ଟର: ଚାଲିଗଲା ୪ ଜୀବନ

ଆଙ୍କାରା,୨୨ା୧୨:ତୁର୍କୀରେ ରବିବାର ସକାଳେ ପ୍ରବଳ କୁହୁଡ଼ି ଯୋଗୁ ଏକ ହେଲିକପ୍ଟର ହସ୍ପିଟାଲ୍‌କୁ ଧକ୍କା ଦେବା ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ହେଲିକପ୍ଟରର...

ମୋଦିଙ୍କୁ ମିଳିଲା ‘ଦ ଅର୍ଡର ଅଫ ମୁବାରକ ଅଲ କବୀର’ ସମ୍ମାନ

କୁଏତ ସିଟି,୨୨।୧୨: କୁଏତ ଗସ୍ତର ଶେଷ ଦିନ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାୟନ ପ୍ୟାଲେସରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। କୁଏତ ପ୍ରଧାନମନ୍ତ୍ରୀ...

ମୋଦିଙ୍କୁ କୁଏତ୍‌ରେ ଗାର୍ଡ ଅଫ ଅନର୍‌

କୁଏତ ସିଟି,୨୨।୧୨: କୁଏତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। କୁଏତର ବାଇନ ପ୍ୟାଲେସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାର୍ଡ ଅଫ ଅନର...

ଆମେରିକାକୁ ବାଧ୍ୟ କଲା ଭାରତର ଶକ୍ତି, ଏହି ନିୟମକୁ କରିବାକୁ ପଡିଲା ପରିବର୍ତ୍ତନ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୧୨: ଏବେ ସାରା ବିଶ୍ୱରେ ଭାରତର ଶକ୍ତି ଏବଂ ଏହାର ସାମର୍ଥ୍ୟର ଶବ୍ଦ ଶୁଣିବାକୁ ମିଳୁଛି। ଆଜି ବିଶ୍ୱର ସମସ୍ତ ଦେଶ ଭାରତର ଶକ୍ତିକୁ ସ୍ବୀକୃତି...

ବାଂଲାଦେଶର ବଡ଼ ଅଭିଯୋଗ; ‘ଆମ ଲୋକଙ୍କୁ ଜବରଦସ୍ତ ନିଖୋଜ କରିବା ପଛରେ ଭାରତର ହାତ…

ଢାକା,୨୨।୧୨: ଭାରତ ଉପରେ ଆଉ ଏକ ବଡ଼ ଅଭିଯୋଗ ଲଗାଇଛି ବାଂଲାଦେଶ। ଏହାର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଦ୍ୱାରା ଗଠିତ ଏକ ଅନୁସନ୍ଧାନ କମିଶନ କହିଛନ୍ତି ଯେ...

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଟ୍ରକ୍‌କୁ ପିଟି ଜଳିଗଲା ବସ୍‌: ୩୮ ଜଣଙ୍କ ଜୀବନ ଗଲା, ୯ ଗୁରୁତର

ବ୍ରାସିଲିଆ,୨୨ା୧୨: ଏକ ଯାତ୍ରୀବାହୀ ବସ୍‌ ଟ୍ରକ୍‌କୁ ଧକ୍କା ଦେବା ପରେ ହୁତୁହୁତ ହୋଇ ରାସ୍ତାରେ ଜଳିଯାଇଛି। ଫଳରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯ ଜଣ...

ଗୁରୁତ୍ୱପୂର୍ଣ୍ଣ ବିଲ୍‌ରେ ଦସ୍ତଖତ କଲେ ବାଇଡେନ, ଟଳିଲା ଶଟଡାଉନ୍ ବିପଦ

ନୂଆଦିଲ୍ଲୀ, ୨୧।୧୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଶନିବାର ମଧ୍ୟଭାଗରେ ସରକାରଙ୍କୁ ପାଣ୍ଠି ଯୋଗାଇବା ପାଇଁ କଂଗ୍ରେସ ଦ୍ୱାରା ପାରିତ ହୋଇଥିବା ଆଇନରେ ଦସ୍ତଖତ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri