Categories: ଜାତୀୟ

ଉତ୍ତରାଖଣ୍ଡ କଂଗ୍ରେସ ଉପାଧ୍ୟକ୍ଷ ଅକିଲ ଅହମ୍ମଦ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ

ଡେରାଡୁନ,୨୯ ।୩: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ କଂଗ୍ରେସ ନେତାଙ୍କ ମଧ୍ୟରେ ଗୋଡଟଣା ଆରମ୍ଭ ହୋଇଯାଇଛି । ଯାହା ଖୋଲାଖୋଲି ଭାବେ ଦେଖିବାକୁ ମିଳିଛି । ଏବେ ଉତ୍ତରାଖଣ୍ଡ କଂଗ୍ରେସର ଉପାଧ୍ୟକ୍ଷ ଥିବା ଅକିଲ ଅହମ୍ମଦଙ୍କୁ ଗଣମାଧ୍ୟମରେ ଲାଗାତାର ଅନାବଶ୍ୟକ ବୟାନ ଦେବା ଅଭିଯୋଗରେ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରାଯାଇଛି ।

Share