Posted inଫୁରସତ

ଅଜବ: Valentine Dayରେ ଏଠାରେ ଭଡ଼ାରେ ମିଳନ୍ତି ପ୍ରେମିକା, ସିଙ୍ଗଲ୍‌ ଯୁବତୀ ବି…

ଏବେ ଚାଲିଛି ଭ୍ୟାଲେଣ୍ଟାଇନ୍‌ ସପ୍ତାହ। ଏହା ପ୍ରେମର ସପ୍ତାହ ହୋଇଥିବାରୁ ସମସ୍ତେ ନିଜ ପାର୍ଟନରଙ୍କ ସହ ସମୟ ବିତାଉଛନ୍ତି, ଉପହାର ଦେଉଛନ୍ତି। ହେଲେ କିଛି ଏମିତି ଥାନ୍ତି ଯାହାଙ୍କ ଜୀବନରେ ପ୍ରେମକୁ ନେଇ ଏକ ଅଭାବୀପଣ ଥାଏ। ଯଦି ଆପଣ ଭ୍ୟାଲେଣ୍ଟାଇନ୍‌ ସପ୍ତାହରେ ଏକାକି ଅଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ ବହୁତ ଖାସ୍‌। କାରଣ ଏବେ ଆପଣ ଭଡ଼ାରେ ପାର୍ଟନର ରଖିପାରିବେ।

ଯୁବକମାନେ କିଛି ଟଙ୍କା ଦେଇ ଭଡ଼ାରେ ପ୍ରେମିକା ଆଣିପାରବେ। ସେହିଭଳି ଯୁବତୀମାନେ କିଛି ଟଙ୍କା ଦେଇ ନିଜ ପାଇଁ ପ୍ରେମିକ ଆଣିପାରିବେ। ବିନା କୌଣସି ଚୁକ୍ତିନାମାରେ ଆପଣଙ୍କୁ ପ୍ରେମିକା-ପ୍ରେମିକ ମିଳିଯିବେ। ଆସନ୍ତୁ ଜାଣିବା ଏଭଳି କେଉଁଠାରେ ହେଉଛ। ଆମର ପଡ଼ୋଶୀ ଦେଶ ଚାଇନା, ଜାପାନ, ଭିଏତନାମରେ ଏହ ସୁବିଧା ପାର୍ଟନର ନ ଥିବା ଲୋକଙ୍କୁ ମିଳିପାରେ।

୨୦୧୮ରୁ ଚାଇନାରେ ପ୍ରେମିକା-ପ୍ରେମିକ ଭଡ଼ାରେ ରଖିବା ପରମ୍ପରା ଚାଲି ଆସୁଛି। ସେତେବେଳେ ୨୦ ମିନିଟ୍‌ ସେବା ଲାଗି ଲୋକଙ୍କୁ ୧୦ ହଜାର ଖର୍ଚ୍ଚ କରିବାକୁ ପଡ଼ୁଥିଲା। ବିଶେଷକରି ଶପିଂ ମଲ୍‌ରେ ଏହି ସେବା ଦିଆଯାଉଥିଲା। ୧୦ ଟଙ୍କାରେ ପ୍ରେମିକାଙ୍କୁ ନିଜ ସହ ନେଇପାରିବ, ତାଙ୍କ ସହ ଦୂରରୁ କଥା ହୋଇପାରିବ ବୋଲି ନିୟମ ରହିଥିଲା।

ହେଲେ ଏବେ ସବୁକିଛି ବଦଳିଛି। ପ୍ରେମିକାଙ୍କ ସହ ଖାଇବା-ପିଇବା, ବୁଲିବାକୁ ଯିବା ଆଦି କରିପାରିବେ। ଯେଉଁଭଳି ପ୍ୟାକେଜ୍‌ ଆପଣ ନେବେ ତଦନୁଯାୟୀ ସେବା ନେବା ପରେ ତାଙ୍କୁ ଛାଡ଼ିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri