ଆମେରିକାରେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ କଲେ ଖଲିସ୍ତାନୀ ସମର୍ଥକ

ସାନ ଫ୍ରାନ୍ସିସ୍କୋ,୨୧।୩: ଲଣ୍ଡନ ପରେ ଖଲିସ୍ତାନୀ ସମର୍ଥକମାନେ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସ ଭଙ୍ଗାରୁଜା କରିଛନ୍ତି। ଏ ସମ୍ପର୍କରେ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସରେ ହୋଇଥିବା ଭଙ୍ଗାରୁଜା ଘଟଣାରେ ଆମେରିକାର ବରିଷ୍ଠ ମନ୍ତ୍ରୀ ନିକଟରେ ବୈଦେଶିକ ମନ୍ତ୍ରଣାଳୟ ଏକ ଦୃଢ ଆପତ୍ତି ଉଠାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆମେରିକାର ଦୂତାବାସର ମୁଖ୍ୟଙ୍କୁ ଡାକି ଏହି ଘଟଣାରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କହିଛି। ଏହା ସହିତ ଭାରତରେ ଆମେରିକାରେ ଉପସ୍ଥିତ ଥିବା ଭାରତୀୟ ଦୂତାବାସର ସୁରକ୍ଷା ସୁନିଶ୍ଚିତ କରିବାକୁ ମଧ୍ୟ ଭାରତ କହିଛି। ଏଭଳି ଘଟଣାର ପୁନରାବୃତ୍ତି ବନ୍ଦ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି।
ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ଲଣ୍ଡନରେ ମଧ୍ୟ ଭାରତୀୟ ଦୂତାବାସ ଉପରେ ଖଲିସ୍ତାନ ସମର୍ଥକମାନେ ଆକ୍ରମଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ହେବେ ରାଷ୍ଟ୍ରପତି? ଜଳହସ୍ତୀ କଲା ପୂର୍ବାନୁମାନ…

ଓ୍ବାଶିଂଟନ୍‌,୫।୧୧: AI କ୍ଷମତା ସମ୍ପନ୍ନ ChatGPT ଟ୍ରମ୍ପ ଓ ହାରିସଙ୍କ ହ୍ବାଇଟ ହାଉସ ଦଖଲକୁ ଅସମ୍ଭବ ବୋଲି ପୂର୍ବାନୁମାନ ଲଗାଇଥିବା ବେଳେ ନିରବ ରହିଛି ଗୁଗୁଲର...

ଓଡ଼ିଆଣୀ ବେଶରେ କମଲା, ପ୍ରଚାରବେଳେ ତଳେ ବସି ଖାଇଲେ ଟ୍ରମ୍ପ! ଦେଖନ୍ତୁ ଭାଇରାଲ ଫଟୋ

ନୂଆଦିଲ୍ଲୀ,୫।୧୧: ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ତେବେ ରାଷ୍ଟ୍ରପତି କିଏ ହେବ ଏନେଇ ସାରା ବିଶ୍ୱର ନଜର ରହିଛି। ସେଠାରେ ଡୋନାଲ୍ଡ ଟ୍ରମ୍ପ...

ଆମେରକା ରାଷ୍ଟ୍ରପତି ନିଅନ୍ତି ଏତିକି ଦରମା, ମିଳେ ଏହି ସବୁ ସୁବିଧା

ଓ୍ବାଶିଂଟନ୍‌,୫।୧୧: ଆମେରିକାରେ ମଙ୍ଗଳବାର ରାଷ୍ଟ୍ରପତି ନିର୍ବାଚନ ଆରମ୍ଭ ହୋଇଛି। ଆମେରିକାର ରାଷ୍ଟ୍ରପତି ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଗଣାଯାଏ । ଆପଣ ଜାଣନ୍ତି କି...

ହଜିବ ଟ୍ରୁଡୋଙ୍କ ନିଦ, ରାଜ ରାସ୍ତାକୁ ଓହ୍ଲାଇଲେ ହିନ୍ଦୁ

ଓଟାଓ୍ବା,୫।୧୧: କାନାଡାର ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କ ଦ୍ୱାରା ମନ୍ଦିର ଉପରେ ଆକ୍ରମଣ ପରେ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ମଙ୍ଗଳବାର ବହୁ ସଂଖ୍ୟାରେ ରାଜରାସ୍ତାକୁ ଯାଇ ବିରୋଧ ପ୍ରଦର୍ଶନ...

ଟ୍ରମ୍ପ-ହାରିସଙ୍କ ଭୋଟ ସମାନ ହୋଇଗଲେ କେମିତି ସ୍ଥିର ହେବ ବିଜେତା: ଜାଣନ୍ତୁ କ’ଣ ରହିଛି ନିୟମ

ଓ୍ବାଶିଂଟନ,୫।୧୧: ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଚାଲିଛି। ଏହି ଦିନଟି ସମଗ୍ର ଆମେରିକା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦୀର୍ଘ ଦିନ ଧରି ଉଭୟ ରିପବ୍ଲିକାନ ପାର୍ଟି...

ଗର୍ଭପାତ ପ୍ରସଙ୍ଗକୁ ନେଇ ଭାରତୀୟ ଆମେରିକୀୟ ମହିଳା କାହକୁ ଦେବେ ଭୋଟ? ଚମକାଉଛି ସର୍ଭେ ରିପୋର୍ଟ

ଓ୍ବାଶିଂଟନ,୫।୧୧: ମଙ୍ଗଳବାର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି, ଏଥିରେ ଆମେରିକା ୪ବର୍ଷ ପାଇଁ ଏହାର ଭବିଷ୍ୟତ ବାଛିବ। ଆସନ୍ତା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଗର୍ଭପାତ...

ଭାରତ ଆଖି ଦେଖାଇବାରୁ ବାଟକୁ ଆସିଲା କାନାଡା, ପୋଲିସ ଅଫିସର ସସପେଣ୍ଡ

ଓଟାଓ୍ବା,୫।୧୧: ବ୍ରମ୍ପଟନରେ ହିନ୍ଦୁ ସଭା ମନ୍ଦିର ଉପରେ ଆକ୍ରମଣ ଏବଂ ହିନ୍ଦୁମାନଙ୍କୁ ପିଟିବା ମାମଲାରେ କାନାଡା ପୋଲିସ ପ୍ରଥମ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି...

ଖ୍ୟାତନାମା ମ୍ୟୁଜିସିଆନ୍‌ କୁଇନ୍ସି ଜୋନ୍ସଙ୍କ ପରଲୋକ

ଓ୍ବାଶିଂଟନ,୫ା୧୧: ଆମେରିକାର କିମ୍ବଦନ୍ତୀ ସଙ୍ଗୀତକାର, ପ୍ରଯୋଜକ ତଥା କମ୍ପୋଜର କୁଇନ୍ସି ଜୋନ୍ସଙ୍କର ରବିବାର ରାତିରେ ୯୧ ବର୍ଷ ବୟସରେ ଲସ୍‌ଆଞ୍ଜେଲସ୍‌ ବାସଭବନରେ ପରଲୋକ ହୋଇଯାଇଛି। ବହୁ ପ୍ରତିଭାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri