ଅଜୟ ଦେବଗନଙ୍କ ସହ ସ୍କ୍ରିନ ଶେୟାର କରିବାକୁ ନେଇ ଉତ୍ସାହିତ ଅଛନ୍ତି ବାଣୀ କପୁର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବାଣୀ କପୁର ପ୍ରଥମଥର ପାଇଁ ନାୟକ ଅଜୟ ଦେବଗନଙ୍କ ସହ ସ୍କ୍ରିନ ଶେୟାର କରିଛନ୍ତି। ଅପକମିଂ ଡ୍ରାମା ମୁଭି ‘ରେଡ ୨’ରେ ସେ ଅଜୟଙ୍କ ସହ ସ୍କ୍ରିନ ଶେୟାର କରିଛନ୍ତି। ଦ ମଚ ଆଓ୍ବେଟେଡ ସିକ୍ୱେଲ ମୁଭି ‘ରେଡ ୨’ ଜାନୁୟାରୀ ୬ରେ ଫ୍ଲୋରକୁ ଆସିଛି।
ନିଜର ଉତ୍ସାହକୁ ଶେୟାର କରି ବାଣୀ ଲେଖିଛନ୍ତି, ସବୁବେଳେ ଅନେକ ଲୋକ ଅପେକ୍ଷା କରି ରହିଥାଆନ୍ତି ଏହି ଅଭିନେତାଙ୍କ ସହ ଅଭିନୟ କରିବାକୁ। ମୁଁ ହେଉଛି ଅଜୟଙ୍କ ଜଣେ ବଡ ଫ୍ୟାନ। ସେ ସବୁବେଳେ ଯେମିତି ଢଙ୍ଗରେ କ୍ୟାମେରାକୁ ଫେସ୍‌ କରନ୍ତି ମୁଁ ତା’ର ଜଣେ ବଡ ଦିଓ୍ବାନା। ଆଉ ଏହି ନାୟକଙ୍କ ସହ କାମ କରିବା ବା ସ୍କ୍ରିନ ଶେୟାର କରିବା ମୋ ପାଇଁ କୌଣସି ସମ୍ମାନଠାରୁ କମ ନୁହେଁ ବୋଲି କହିଛନ୍ତି ଅଭିନେତ୍ରୀ।
ବଲିଉଡ ମୁଭି ‘ରେଡ ୨’ର ନିର୍ଦ୍ଦେଶନା ଦେଇଛନ୍ତି ରାଜ କୁମାର ଗୁପ୍ତା।
ତେବେ ଜଣେ ଅଭିନେତ୍ରୀ ଭାବେ ସେଟରେ ତାଙ୍କର ଅଭିନୟକୁ ଅବଜରଭ କରିବା ମୋ ଏକ୍ସପିରିଏନ୍ସରେ ଏକ ବଡ ଫର୍ଦ୍ଦ ଯୋଡି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମିତାଭଙ୍କ ଉତ୍ତରାଧିକାରୀ ହେବେ ନାହିଁ ଅଭିଷେକ? ଚମକାଇ ଦେଇଛି ବିଗ ବିଙ୍କ ଲାଟେଷ୍ଟ ପୋଷ୍ଟ

ମୁମ୍ବାଇ: ଅମିତାଭ ବଚ୍ଚନଙ୍କୁ ବଲିଉଡର ଶେହନଶାହା କୁହାଯାଏ। ସେ ଇଣ୍ଡଷ୍ଟ୍ରିକୁ ଅନେକ ହିଟ ଫିଲ୍ମ ଭେଟି ଦେଇଛନ୍ତି, ଯାହାକୁ କେବେ ଭୁଲି ହେବ ନାହିଁ। ତଥାପି,...

ଓକିଲ କଲେ ନିଶ୍ଚିତ: ଆନୁଷ୍ଠାନିକ ଭାବେ ଅଲଗା ହେଲେ ୟୁଜଭେନ୍ଦ୍ର ଚହଲ-ଧନଶ୍ରୀ ବର୍ମା

ମୁମ୍ବାଇ,୨୦ା୩: ସେଲିବ୍ରିଟି ଦମ୍ପତି ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ର ରିପୋର୍ଟ ଗତ କିଛି ମାସ ଧରି ଖବରରେ ରହିଛି। ଗୁରୁବାର, ମୁମ୍ବାଇର ବାନ୍ଦ୍ରା...

ବେଆଇନ ବେଟିଂ ଆପ୍‌ ପ୍ରଚାର କରିବା ଅଭିଯୋଗ: ୨୫ ସେଲିବ୍ରେଟିଙ୍କ ନାଁରେ ମାମଲା

ହାଇଦ୍ରାବାଦ, ୨୦।୩: ତେଲେଙ୍ଗାନା ପୋଲିସ ଅବୈଧ ବେଟିଂ ଆପ୍‌କୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ରାଣା ଦଗ୍ଗୁବାତି, ପ୍ରକାଶ ରାଜ, ବିଜୟ ଦେବରକୋଣ୍ଡା ଏବଂ ନିଧି ଅଗ୍ରୱାଲଙ୍କ...

କୋରାପୁଟରେ ଫିଲ୍ମ ଶୁଟିଂ ପରେ ଫେରିଲେ ଏସ୍‌ଏସ୍‌ଏମ୍‌ବି-୨୯ ଟିମ୍‌

କୋରାପୁଟ,୧୯ା୩(ଅମିତାଭ ବେହେରା): ଦୀର୍ଘ ୧୫ଦିନ ରହଣି ପରେ କୋରାପୁଟରୁ ଫେରିଗଲେ ସାଉଥ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲି। ଅଭିନେତା ମହେଶ ବାବୁ ଓ ବଲିଉଡ୍‌ର ଦେଶୀ...

‘ସିକନ୍ଦର ନାଚେ’ରେ ସଲମାନଙ୍କ ଡବ୍‌କେ ଡ୍ୟାନ୍ସ

ମୁମ୍ବାଇ: ଅଭିନେତା ସଲମାନ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘ସିକନ୍ଦର’ର ଆଉ ଏକ ଗୀତ ‘ସିକନ୍ଦର ନାଚେ’କୁ ମଙ୍ଗଳବାର ରିଲିଜ୍‌ କରାଯାଇଛି। ସୋମବାର ଏହାର ଟିଜରକୁ ଜାରି...

ଐଶ୍ୱର୍ଯ୍ୟାଙ୍କୁ ବିବାହ କରିବା ପୂର୍ବରୁ ନିଜଠାରୁ ୪ ବର୍ଷ ବଡ଼ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଅଭିଷେକ! ବଡ଼ ଖୁଲାସା

ମୁମ୍ବାଇ: ବଲିଉଡ ଅଭିନେତାଙ୍କ ନାମ ପ୍ରାୟତଃ କୌଣସି ନା କୌଣସି ଅଭିନେତ୍ରୀଙ୍କ ସହ ଯୋଡା ଯାଇଥାଏ। ଅଭିଷେକ ବଚ୍ଚନଙ୍କ ନାମ ଅନେକ ସୁନ୍ଦରୀଙ୍କ ସହ ମଧ୍ୟ...

ପୁଣି ବଡ଼ ପରଦାରେ ନଜର ଆସିବେ ବରୁଣ-ଜାହ୍ନବୀ

ମୁମ୍ବାଇ: ବଡ଼ ପରଦାରେ ପୁଣିଥରେ ଅଭିନେତା ବରୁଣ ଧାଓ୍ବନ ଓ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ କେମେଷ୍ଟ୍ରିକୁ ଦେଖିବା ପାଇଁ ଉଭୟଙ୍କ ପ୍ରଶଂସକ ଉତ୍ସାହର ସହ ଅପେକ୍ଷା...

ପ୍ରେମିକଙ୍କଠାରୁ ବାଟ ଅଲଗା କଲେ ପ୍ରିୟଙ୍କା

ମୁମ୍ବାଇ: ବ୍ରେକ୍‌ଅପ୍‌ କରିନେଇଛନ୍ତି ଟେଲି ପରଦାର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ପ୍ରିୟଙ୍କା ଚାହର ଚୌଧୁରୀ ଏବଂ ଅଙ୍କିତ ଗୁପ୍ତା। ଉଭୟଙ୍କ ଅନ୍‌ସ୍କ୍ରିନ ଏବଂ ଅଫସ୍କ୍ରିନ୍‌ କେମେଷ୍ଟ୍ରି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image