ହାରିଗଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର,୪।୬:ବଡଚଣାରୁ ହାରିଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଭାଜପା ପ୍ରାର୍ଥୀ ଅମର କୁମାର ନାୟକଙ୍କ ଠାରୁ ପରାସ୍ତ ହେଲେ ଅଭିନେତ୍ରୀ ବର୍ଷା। ଅମରଙ୍କ ଠାରୁ ୭୩୮୩ ଭୋଟ ବ୍ୟବଧାନରେ ପରାଜିତ ହେଲେ ବର୍ଷା।

Share