ସଉକ ପାଇଁ ଘରେ ଏସବୁ ଗଛ ଲଗାଇଥିଲେ ତୁରନ୍ତ ହଟାନ୍ତୁ, ହୋଇଯିବେ ବରବାଦ

ବାସ୍ତୁଶାସ୍ତ୍ରରେ ଗଛଲତାଙ୍କ ଗୁରୁତ୍ୱ ଅଧିକ ବୋଲି ବର୍ଣ୍ଣନା କରାଯାଇଛି। ଆଜିକାଲିର ସମୟରେ ଘରେ ଗଛଲତା ଲଗାଇବା ଏକ ସଉକରେ ପରିଣତ ହୋଇଥିବା ବେଳେ ଏହା ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ। କିଛି ସକରାତ୍ମକ ଉର୍ଜା ବଢ଼ାଉଥିବା ବେଳେ କିଛି ନକରାତ୍ମକତା ବାଣ୍ଟିଥାଏ। ନକରାତ୍ମକତା ଯୋଗୁ ଧନ ହାନୀ ହୋଇଥାଏ। ଏଣୁ ଯଥାଶୀଘ୍ର ସେଭଳି ଗଛକୁ ଘରୁ ବାହାର କରିଦେବା ଉଚିତ। କାରଣ ଏହା ବହୁତ ଅଶୁଭ…ଯେପରିକି…

କାକ୍‌ଟସ: ଘରେ ଏହି ଗଛ କେବେ ରଖନ୍ତୁ ନାହିଁ। ଏହାଦ୍ୱାରା ନକରାତ୍ମକତା ବଢ଼ିଥାଏ।

ଅଶ୍ୱତ୍ଥ: ହିନ୍ଦୁ ଧର୍ମରେ ଏହାକୁ ବହୁତ ଶୁଭ ବୋଲି କୁହାଯାଏ। ହେଲେ ଘରେ ଏହି ଗଛ ଲଗାଇବା ଉଚିତ ନୁହେଁ। ଏଭଳି କଲେ ଘରେ ନାନାଦି ସମସ୍ୟା ଦେଖାଦେଇଥାଏ। ଏପରିକି ଘରେ ଅଶ୍ୱତ୍ଥର ଛୋଟ ଗଛ ଉଠିଲେ ଏହାକୁ ଧାର୍ମିକ ବିଧି ଅନୁଯାୟୀ ହଟାଇବା ଉଚିତ। ହେଲେ ଏହାକୁ ଭୁଲ୍‌ରେ ବି ଉପାଡ଼ିବା କିମ୍ବା ଭାଙ୍ଗିବା ଅନୁଚିତ।

ବୋନସାଇ- ଏହି ଗଛ ଦେଖିବାକୁ ସୁନ୍ଦର। ହେଲେ ଏହା ଚାକିରି-ବ୍ୟବସାୟ ଆଦିରେ ସମସ୍ୟା ଉପୁଜାଇଥାଏ।

କପା- କପା ଗଛ ଦେଖିବାକୁ ବହୁତ ସୁନ୍ଦର। ଏଥିପାଇଁ ଘରେ ଏହାକୁ ଲଗାଇବାକୁ ଲୋକେ ଭଲ ପାଆନ୍ତି। ହେଲେ ଘର ଭିତରେ ଏହାକୁ ଲଗାଇଲେ ନକରାତ୍ମକତା ବୃଦ୍ଧି ପାଇଥାଏ।

ମେହେନ୍ଦୀ- ହିନ୍ଦୁ ଧର୍ମ ମେହେନ୍ଦୀକୁ ବହୁତ ପବିତ୍ର ବୋଲି କୁହାଯାଏ। ହେଲେ ଘରେ ଏହି ମେହେନ୍ଦୀ ଗଛ ଲଗାଇବା ଦ୍ୱାରା ମାନସିକ ଅଶାନ୍ତି ବୃଦ୍ଧି ପାଇଥାଏ। ଏପରିକି ନକରାତ୍ମକ ଶକ୍ତି ପ୍ରବେଶ କରିବାର ସମ୍ଭାବନା ଅନେକ ଗୁଣ ବଢ଼ିଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Nimesulide Ban: ପେନ୍ କିଲର ଖାଉଥିଲେ ସାବଧାନ! ଏହି ଔଷଧକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ,୩୧।୧୨:  କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ...

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri