Posted inଜାତୀୟ

୧୬ କୋଟି ଟଙ୍କା ଇଞ୍ଜେକସନ୍‌ ନେଇ ବି ଜୀବନ ଯୁଦ୍ଧରେ ହାରିଗଲେ ବେଦିକା

ପୁଣେ,୩।୮: ସବୁ ଚେଷ୍ଟା ପରେ ବି ଆଖିବୁଜିଛନ୍ତି କୁନି ଝିଅ ବେଦିକା। ପୁଣେ ଜିଲାର ଏକ ଡାକ୍ତରଖାନାରେ ୧୧ ମାସର ଶିଶୁ ବେଦିକା ସିନ୍ଦେଙ୍କୁ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଛନ୍ତି। ଏକ ବିରଳ ରୋଗର ଚିକିତ୍ସା ପାଇଁ ବେଦିକାଙ୍କୁ ୧୬ କୋଟି ଟଙ୍କାର ଇଞ୍ଜେକ୍ସନ ଦିଆଯାଇଥିଲା। ଶେଷରେ ଜୀବନ ସହ ସଂଗ୍ରାମ କରି ହାରିଯାଇଛନ୍ତି ସେ। ବେଦିକାଙ୍କ ଦେହାନ୍ତର କିଛି ଘଣ୍ଟା ପୂର୍ବରୁ ତାଙ୍କ ପରିବାର ସଦସ୍ୟ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ପୋଷ୍ଟ କରି ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସୁଥିବାର ସୂଚନା ଦେଇଥିଲେ। ବେଦିକା ସ୍ପାଇନାଲ୍‌ ମସ୍କ୍ୟୁଲର ଆଟ୍ରୋଫି (ଏସ୍‌ଏମ୍‌ଏ) ଟାଇପ ୧ରେ ପୀଡିତ ଥିଲେ। ବେଦିକାଙ୍କ ବିରଳ ରୋଗ ଏବଂ ଚିକିତ୍ସାର ଆବଶ୍ୟକତା ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା, ଅନେକ ଲୋକ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ବେଦିକାଙ୍କ ଚିକିତ୍ସା ପାଇଁ ଆମେରିକାରୁ ୧୬ କୋଟି ଟଙ୍କା ଇଞ୍ଜେକ୍ସନ ଆସିଥିଲା। ଏହି ସମୟ ମଧ୍ୟରେ କେନ୍ଦ୍ର ସରକାର ଏହି ଇଞ୍ଜେକ୍ସନର ଆମଦାନୀ ଶୁଳ୍କ ଛାଡ୍‌ କରିଥିଲେ। ଏହା ପରେ ଜୁନ ମାସରେ ତାଙ୍କୁ ଦିନାନାଥ ମଙ୍ଗେଶକର ଡାକ୍ତରଖାନାରେ ଚିକିତ୍ସା ପାଇଁ ଇଞ୍ଜେକ୍ସନ ଦିଆଯାଇଥିଲା। ନିରୀହ ବେଦିକାଙ୍କ ଚିକିତ୍ସା ପାଇଁ ଦେଶରୁ ୧୬ କୋଟି ଟଙ୍କା ଆର୍ଥିକ ସହାୟତା ସଂଗ୍ରହ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦ବର୍ଷ ବୟସରେ ବୁଢୀ ହୋଇଗଲେ ମହିଳା, ଝଡିପଡିଲା ସବୁ ଦାନ୍ତ-କେଶ, କାରଣ ଜାଣିଲେ ଚମକି ପଡିବେ

ନୂଆଦିଲ୍ଲୀ,୪।୩: ବୟସ ହେବା ପୂର୍ବରୁ ବୁଢୀ ହୋଇଯାଇଛନ୍ତି ଏହି ମହିଳା, ୨୦ବର୍ଷରୁ ଦାନ୍ତ ଓ ଚୁଟି ଝଡିବାକୁ ଲାଗିଥିଲା। ଆମେରିକାର ଜଣେ 47 ବର୍ଷୀୟ ମହିଳା,...

LIC: ଟଙ୍କା ନିବେଶ କରିଛନ୍ତି କି? LICର ବୁଡିଗଲା 1.45 ଲକ୍ଷ କୋଟି ଟଙ୍କା, ବଡ଼ ବଡ଼ କମ୍ପାନୀ ସହିଲେଣି ପ୍ରବଳ କ୍ଷତି

ନୂଆଦିଲ୍ଲୀ,୪।୩: ଦେଶର ସର୍ବବୃହତ ବୀମା କମ୍ପାନୀ ଏଲଆଇସି କେବଳ ଲୋକଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ କାମ କରେ ନାହିଁ, ବରଂ ଏହା ଦେଶର ସର୍ବବୃହତ...

ଅମ୍ବାନୀଙ୍କ Vantaraରେ କିଏ ଏହି ମହିଳା, ଯାହାଙ୍କୁ ମୋଦି କହିଲେ ଟାଟା!

ନୂଆଦିଲ୍ଲୀ,୪।୩:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାମନଗରରେ ମୁକେଶ ଅମ୍ବାନୀଙ୍କ ଦ୍ୱାରା ର୍ନିମିତ ବନ୍ୟ ପ୍ରାଣୀ ଉଦ୍ଧାର କେନ୍ଦ୍ର ‘Vantara’ ଉଦଘାଟନ କରିବାକୁ ପହଞ୍ଚିଛନ୍ତି। ଏହି ସମୟ...

8th Pay Commission Salary Hike: ୧୦ବର୍ଷରେ ଏତେ ବଢିଯିବ ସରକାରୀ କର୍ମଚାରୀଙ୍କ ଦରମା ଓ ପେନଶନ, ଜାଣନ୍ତୁ ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଜାନୁଆରୀ ୧୬, ୨୦୨୫ରେ ପ୍ରାୟ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଏବଂ...

“ସୁଲଭ ଔଷଧ, ଚିକିତ୍ସା ଉପକରଣ ଯୋଗାଇବାରେ ରାଜ୍ୟଗୁଡ଼ିକ ବିଫଳ ହୋଇଛନ୍ତି…”:ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୪।୩: ରାଜ୍ୟ ସରକାରଗୁଡ଼ିକ ସୁଲଭ ଚିକିତ୍ସା ସେବା ଏବଂ ଭିତ୍ତିଭୂମି ସୁନିଶ୍ଚିତ କରିବାରେ ବିଫଳ ହୋଇଛନ୍ତି। ସମାଜର ଗରିବ ବର୍ଗର ଲୋକଙ୍କ ପାଇଁ ସୁଲଭ ମୂଲ୍ୟର...

କାହାକୁ ‘ମିଆଁ-ତିଆଁ’, ‘ପାକିସ୍ତାନୀ’ କହିବା ଅପରାଧ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୪।୩: ମଙ୍ଗଳବାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ କାହାକୁ ‘ମିଆଁ-ତିଆଁ’ କିମ୍ବା ‘ପାକିସ୍ତାନୀ’ ବୋଲି କହିବା ଖରାପ ହୋଇପାରେ କିନ୍ତୁ ଏହା ଧାର୍ମିକ ଭାବନାକୁ ଆଘାତ...

ସିଂହ ଛୁଆକୁ କୋଳରେ ଧରି କ୍ଷୀର ପିଆଇଲେ ପ୍ରଧାନମନ୍ତ୍ରୀ ମୋଦି: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୪।୩:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଭାନ୍ତରାରେ ବନ୍ୟପ୍ରାଣୀ ଉଦ୍ଧାର, ପୁନର୍ବାସ ଏବଂ ସଂରକ୍ଷଣ କେନ୍ଦ୍ରର ଉଦଘାଟନ କରିଛନ୍ତି। ଭାନ୍ତରା ଦୁଇ ହଜାରରୁ ଅଧିକ ପ୍ରଜାତି ଏବଂ...

Dhananjay Munde Resign: ସରପଞ୍ଚ ହତ୍ୟାକାଣ୍ଡ ମାମଲାରେ ଫସିଲେ କ୍ୟାବିନେଟ ମନ୍ତ୍ରୀ: ଶେଷରେ ଦେଲେ ଇସ୍ତଫା

ପୁଣେ,୪।୩: ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଧନଞ୍ଜୟଙ୍କ ପିଏ ପ୍ରଶାନ୍ତ ଜୋଶୀ ଇସ୍ତଫାପତ୍ର ନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image