Posted inଖେଳ

୨୩ କୋଟି ଟଙ୍କାର ରୂପ ଦେଖାଇଲେ ଭେଙ୍କଟେସ୍‌: ହାଇଦ୍ରାବାଦ୍‌କୁ ୨୦୧ ରନ୍‌ର ଟାର୍ଗେଟ୍‌

କୋଲକତା,୩।୪: କୋଲକାତାର ଇଡେର୍ନ ଗାର୍ଡେରେ ଖେଳାଯାଉଥିବା ଆଇପିଏଲ୍‌ର ଏକ ମ୍ୟାଚ୍‌ କୋଲକତା ନାଇଟ୍‌ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍‌ ମଧ୍ୟରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି କୋଲକତା ନିର୍ଦ୍ଧାରିତ ୨୦ ଓଭରରେ ହାଦ୍ରାବାଦ୍‌କୁ ୨୦୦ ରନ୍‌ କରିଛି। ଫଳରେ ହାଇଦ୍ରାବାଦ୍‌କୁ ୨୦୧ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ମ୍ୟାଚ୍‌ର ଗୋଟିଏ ସମୟ ଥିବା କୋଲକାତା ୧୫୦ ରନ୍‌ ପର୍ଯ୍ୟନ୍ତ ପହଞ୍ଚିବାରେ କଷ୍ଟକର ଲାଗୁଥିଲା। କିନ୍ତ ଭେଙ୍କେଟେସ୍‌ ଆୟର ଏବଂ ରିଙ୍କୁ ସିଂଙ୍କ ମଧ୍ୟରେ ୯୧ ରନ୍‌ର ପାର୍ଟନରଶିପ୍‌ ବଳରେ କେକେଆର୍‌ ମ୍ୟାଚ୍‌କୁ ଦମ୍‌ଦାର ଢଙ୍ଗରେ ଫେରିଥିଲା। ଆୟାର ଧୂଆଁଧାର ବ୍ୟାଟିଂ କରି ୬୦ ରନ୍‌ର ଇନିଂସ ଖେଳିଥିଲେ। ରିଙ୍କୁ ମଧ୍ୟ ୩୨ ରନ୍‌ କରି ଅପରାଜିତ ରହିଥିଲେ। ଅଙ୍ଗକୃଷ ରଘୁବଂଶୀ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ।

ଭେଙ୍କଟେସ୍‌ ଆୟାରଙ୍କୁ କେକେଆର୍‌ ମେଗା ଅକ୍ସନରେ ୨୩.୭୫ କୋଟି ଟଙ୍କରେ କିଣିଥିଲା। ଆୟାର ଏପର୍ଯ୍ୟନ୍ତ ଚଳିତ ଆଇପିଏଲ୍‌ରେ ୨ଟି ଇନିଂସରେ କେବଳ ୯ ରନ୍‌ କରିଥିଲେ। କିନ୍ତୁ ତୃତୀୟ ଇନିଂସରେ ସେ ନିଜର ୨୩ କୋଟି ଟଙ୍କାର ରୂପ ଦେଖାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋହନ ବାଗାନ ସୁପର ଜାଏଣ୍ଟ୍ସ ଚାମ୍ପିୟନ

କୋଲକାତା, ୧୨ା୪ : ମୋହନବାଗାନ ସୁପର ଜାଏଣ୍ଟ୍ସ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ୨୦୨୪-୨୫ ସିଜନର ଟାଇଟଲ ବିଜେତା ହୋଇଛି। ସ୍ଥାନୀୟ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ...

ଭଉଣୀ ନେହା କକ୍କର, ଭାଇ ଟୋନିଙ୍କଠାରୁ ସମ୍ପର୍କ କାଟିଲେ ଭଉଣୀ ସୋନୁ! ପୋଷ୍ଟ ଶେୟାର କରି କହିଲେ…

ମୁମ୍ବାଇ: ଗାୟିକା ସୋନୁ କକ୍କର ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଗାୟିକା, ସେ ଅନେକ ବଡ଼ ବଡ଼ ମୁଭିରେ ନିଜ କଣ୍ଠସ୍ବରର ଯାଦୁ ଦେଖାଇଛନ୍ତି। ଏବେ...

ଓଡ଼ିଆ ପକ୍ଷ ପାଳନରେ ବରପୁତ୍ରଙ୍କ ଜୀବନୀକୁ ଅନୁସରଣ କରିବାକୁ ଆହ୍ବାନ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଜନ୍ମ ନେଇ ଓଡ଼ିଆ ଭାଷା ସାହିତ୍ୟକୁ ନୂଆ ଦିଗ ଦେଖାଇଥିବା କିମ୍ବା ସତନ୍ତ୍ର ଓଡ଼ିଶା ଗଠନର ନେତୃତ୍ୱ ନେଇଥିବା ବ୍ୟକ୍ତିବିଶେଷ ତଥା...

ଟ୍ରମ୍ପଙ୍କ ବଡ଼ ଘୋଷଣା: ଟାରିଫ ଓ୍ବାରରୁ ବାଦ ପଡ଼ିଲା ସ୍ମାର୍ଟଫୋନ, କମ୍ପ୍ୟୁଟର, ଇଲେକ୍ଟ୍ରୋନିକ ଆଇଟମ

ଓ୍ବାଶିଂଟନ,୧୨।୪: ଟାରିଫ ଓ୍ବାର ମାଧ୍ୟମରେ ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ସ୍ମାର୍ଟଫୋନ, କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀକୁ...

ବାରମ୍ବାର ମିଛ କହୁଛନ୍ତି ତହଉର ରାଣା, ଏବେ NIA ନେବ ଏହି ଆକ୍ସନ

ନୂଆଦିଲ୍ଲୀ,୧୨।୪: ଜାତୀୟ ତଦନ୍ତ ସଂସ୍ଥା (NIA) ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହଉର ରାଣାଙ୍କୁ ନିରନ୍ତର ପଚରାଉଚରା କରୁଛି। ଫୋନରେ କଥା ହେଉଥିବା...

ଦିନିକିଆ କ୍ରିକେଟରେ ଆଇସିସି କରିପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୨ା୪: ଦିନିକିଆ କ୍ରିକେଟ ବ୍ୟାଟରଙ୍କୁ ଅତ୍ୟଧିକ ସୁହାଉଥିବାରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୫୦ ଓଭରିଆ ଫର୍ମାଟରେ ଦୁଇ ନୂଆ ବଲର ବ୍ୟବହାର ନିୟମରେ ପରିବର୍ତ୍ତନ...

ପାଟଣାରେ କାଳବୈଶାଖୀର ତାଣ୍ଡବ: ବର୍ଷା ପବନ ସାଙ୍ଗକୁ କୁଆପଥର ମାଡ଼ରେ ଉପୁଡ଼ିଲା ଗଛ, ଯାତାୟତ-ବିଦ୍ୟୁତ ସେବା ବାଧାପ୍ରାପ୍ତ

ପାଟଣା ,୧୨।୪(ବୀରକିଶୋର ଦାଶ ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାରେ ତୁହାକୁ ତୁହା ଘଡ଼ଘଡି, ପବନ...

ରୋଜ ଭ୍ୟାଲି ପୋଞ୍ଜି ଘୋଟଲାରେ ଫଶିଥିବା ନିବେଶକଙ୍କୁ ମିଳିଲା ଆଶ୍ୱସ୍ତି, ୭୫. ଲକ୍ଷ ଲୋକଙ୍କୁ ସରକାର ଫେରାଇବେ ଟଙ୍କା

ନୂଆଦିଲ୍ଲୀ,୧୨।୪: ରୋଜ ଭ୍ୟାଲି ପୋଞ୍ଜି ଦୁର୍ନୀତିରେ ଠକେଇ ହୋଇଥିବା ଲକ୍ଷ ଲକ୍ଷ ନିବେଶକଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସମ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image