Posted inଫୁରସତ

ଗଣିତ ସମାଧାନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ଗଣିତ ସମାଧାନରେ ଗ୍ରୀକ୍‌ ଚିହ୍ନ ‘ପାଇ’ ହେଉଛି ଏକ ସ୍ଥିରାଙ୍କ । ଏହା ଦ୍ୱାରା ଜ୍ୟାମିତିକ ଗଣିତରେ ବୃତ୍ତର କ୍ଷେତ୍ରଫଳ ଏବଂ ଗୋଲକର ଆୟତନ ସହିତ ପାର୍ଶ୍ୱପୃଷ୍ଠତଳ ତଥା ସମଗ୍ର ପୃଷ୍ଠତଳର କ୍ଷେତ୍ରଫଳ ଠିକ୍‌ ଭାବେ ନିର୍ଦ୍ଧାରଣ କରାଯାଇ ପାରିଥାଏ । ଏହା ଏକ ଭଗ୍ନାଂଶ। ଭଗ୍ନାଂଶରେ ଏହାର ମୂଲ୍ୟ ୨୨/୭। ଏହାର ମୂଲ୍ୟ ଦଶମିକରେ ୩.୧୪ ଭାବେ ଗ୍ରହଣ କରାଯାଇଥାଏ। ତେବେ ଏହା ଏକ ନନ୍‌ ରିକ୍ୟୁରିଂ ଡେସିମାଲ୍‌। ଗଣିତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ମାର୍ଚ୍ଚ ୧୪ରେ ପ୍ରତିବର୍ଷ ‘ପାଇ’ ଦିବସ ପାଳନ କରାଯାଇ ସଚେତନତା ସୃଷ୍ଟି କରାଯାଇଥାଏ। ଦଶମିକ ପରେ ଦୁଇ ସ୍ଥାନ ପର୍ଯ୍ୟନ୍ତ ଏହାର ମୂଲ୍ୟ ଅନୁସାରେ ମାର୍ଚ୍ଚ ବର୍ଷର ତୃତୀୟ ମାସ ଏବଂ ୧୪ ତାରିଖ (୩/୧୪) ଆଧାରରେ ଏହି ଦିବସକୁ ପାଳନ କରାଯିବା ଲାଗି ୧୯୮୮ରେ ଏକ୍ସପ୍ଲୋରାଟୋରିୟମର ଜଣେ କର୍ମଚାରୀ ଲ୍ୟାରି ଶ’ ଯୋଜନା ପରିଥିଲେ ।
ଏହି ଅବସରରେ ପିଠା ଖାଇବା ଏବଂ ପାଇ ରିଟିସନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ୨୦୦୯ ମାର୍ଚ୍ଚ ୧୨ରେ ଆମେରିକା ପ୍ରତିନିଧି ସଭା ପକ୍ଷରୁ ଏହି ଦିବସ ପାଳନକୁ ସମର୍ଥନ କରାଯାଇଥିଲା। ୨୦୧୫ ମସିହାରେ ମାର୍ଚ୍ଚ ୧୪କୁ ‘ସୁପର ପାଇ ଡେ’ ଭାବରେ ପାଳନ କରାଯାଇଥିଲା। ଯେହେତୁ ମାସ / ଦିନ / ବର୍ଷ ଫର୍ମାଟ୍‌ରେ ତାରିଖ ୩/୧୪/୧୫ ଭାବରେ ଲେଖା ହୋଇଛି। ଯାହାକି ପାଇର ରିକ୍ୟୁରିଙ୍ଗ୍‌ ଡେସିମାଲ୍‌ର ମୂଲ୍ୟ। ଏହି ଦିବସ ଅବସରରେ ଗଣିତ ସମାଧାନରେ ପାଇର ଗୁରୁତ୍ୱ ସମ୍ପର୍କରେ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Online Fuel Order: ଅଧାରାସ୍ତାରେ ଗାଡିରୁ ତେଲ ସରିଗଲେ ନୋ ଟେନଶନ, ଯେକୌଣସି ସ୍ଥାନରୁ ବି ଅର୍ଡର କରିପାରିବେ ପେଟ୍ରୋଲ

ଯାତ୍ରା ସମୟରେ ଅଧା ରାସ୍ତାରେ ଗାଡରୁ ତେଲ ସରିଗଲେ ଟେନଶନ ବଢିଯାଏ।ବେଶୀ ଅସୁବିଧା ହୁଏ ଯେତେବେଳେ ପାଖରେ କୌଣସି ପେଟ୍ରୋଲ ପମ୍ପ ନ ଥାଏ। ବାଇକ୍‌...

Uber-Rapido: ନିଜ ବାଇକ୍‌ ଲଗାଇ ମାସକୁ ୩୦ହଜାର ରୋଜଗାର କରନ୍ତୁ, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

କିଛି ଚାକିରି ଖୋଜୁଛନ୍ତି କି? କ’ଣ ଆପଣଙ୍କ ପାଖରେ ବାଇକ୍‌ ଅଛି? ତେବେ ନୋ ଟେନଶନ। ବର୍ତ୍ତମାନ ଆପଣ ଏଇ ବାଇକ୍‌ ଦ୍ୱାରା କରିପାରିବେ ମାସକୁ...

ଆଖିରେ କପଡ଼ା ବାନ୍ଧି ସ୍ପିଡ୍‌ ଟାଇପିଂ

ଭୋପାଳ: ଭାରତରେ ପିଲା ହୁଅନ୍ତୁ ଅବା ଯୁବକ, ସମସ୍ତଙ୍କଠାରେ କିଛି ନା କିଛି ପ୍ରତିଭା ରହିଥାଏ। ମଧ୍ୟପ୍ରଦେଶର ରେୱା ଜିଲା ନିବାସୀ ବିକାଶ ତ୍ରିପାଠୀ(୩୦)ଙ୍କର ଏପରି ଏକ...

କେମିତି ହୋଇଥିଲା ସାଣ୍ଟା କ୍ଲଜଙ୍କର ମୃତ୍ୟୁ? ଏହିଠି ପୋତାଯାଇଛି ସମାଧୀ, ଜାଣନ୍ତୁ ତାଙ୍କ ମୃତ୍ୟୁ ରହସ୍ୟ

ନୂଆଦିଲ୍ଲୀ,୨୪।୧୨: ଡିସେମ୍ବର ୨୫ ଅର୍ଥାତ୍‌ ଆସନ୍ତାକାଲି ସାରା ଭାରତରେ ଧୁମଧାମରେ ଖ୍ରୀଷ୍ଟମାସ ପାଳନ କରାଯିବ। କେବଳ ଖ୍ରୀଷ୍ଟିଆନ ଧର୍ମର ଲୋକ ନୁହଁନ୍ତି, ବିଶ୍ୱର ଅନ୍ୟ ଧର୍ମର...

କୋଣାର୍କଠାରେ ନିର୍ମିତ ହୋଇଥିଲା ମହାଶ୍ରମଙ୍କ ବିଜୟୀ-ବିଗ୍ରହ

ଆମେ ଗତସଂଖ୍ୟାରେ ସୂଚନା ଦେଇଥିଲୁ ୧୨୫୫ ମସିହାରେ ପଗଡ଼ି ସଦୃଶ ବାରଟି ମୁକୁଟ ଲାଙ୍ଗୁଳା ନରସିଂହଙ୍କ ଆଦେଶରେ ଶ୍ରୀପୁରୁଷୋତ୍ତମ କୋଷାଗାରକୁ ଅର୍ଥାତ୍‌ ଶ୍ରୀମନ୍ଦିର ଭଣ୍ଡାରକୁ ପଠାଯାଇଥିଲା।...

୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ...

ଲୋକଙ୍କ ଭାବନା ଜାଣିପାରିବ ରୋବୋ

ଟୋକିଓ, ୨୩।୧୨: ଭବିଷ୍ୟତରେ ରୋବୋମାନେ କେବଳ ମଣିଷର ଚର୍ମକୁ ସ୍ପର୍ଶ କରି ସେମାନଙ୍କ ଭାବାବେଗ ଜାଣିବାକୁ ସକ୍ଷମ ହେବେ। ‘ଆଇଇଇଇ ଆକ୍ସେସ୍‌’ ଜର୍ନାଲରେ ଏନେଇ ଏକ...

୨୧ ହଜାର ଟଙ୍କାରେ ବିକ୍ରି ହେଲା ଅଣ୍ଡା

ଲଣ୍ଡନ: ସାଧାରଣତଃ ଭାରତରେ ଗୋଟିଏ ଅଣ୍ଡା ୮ରୁ ୧୨ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ତେବେ ନିକଟରେ ବ୍ରିଟେନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଟିଏ ଅଣ୍ଡା ୨୦୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri