ଆଉ ଶୁଭିବନି ଶାନ୍ତନୁଙ୍କ ସ୍ୱର । କି ଶାନ୍ତନୁଙ୍କ ସ୍ୱରରେ ହଜିବେନି ଦର୍ଶକ । ସୁବଦିନ ପାଇଁ ଶାନ୍ତ ହୋଇଗଲେ ଶାନ୍ତନୁ । ଶେଷରେ ଆମ ସମସ୍ତଙ୍କୁ ଛାଡି ଆମ ଠାରୁ ବିଦାୟ ନେଇଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର । ତାଙ୍କ ଦେହାନ୍ତରେ ଧରିତ୍ରୀ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛୁ ।