ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭଦ କମଲା ହାରିସ୍ । ଆମେରିକା ଇତିହାସରେ ପ୍ରଥମ ମହିଳା ଉପରାଷ୍ଟ୍ରପତି ହୋଇଛନ୍ତି କମଲା ହାରିସ୍ । ଖାଲି ପ୍ରଥମ ମହିଳା ଉପରାଷ୍ଟ୍ରପତି ନୁହଁନ୍ତି, ପ୍ରଥମ ଆଙ୍ଗଲୋ ଆମେରିକାନ୍ ମହିଳା ଏବଂ ଭାରତୀୟ ବଂଶୋଦ୍ଭଦ ମହିଳା ଭାବେ ଆମେରିକାର ଦ୍ୱିତୀୟ ଶକ୍ତିଶାଳୀ ପଦବୀକୁ ସମ୍ଭାଳିବାକୁ ଯାଉଛନ୍ତି । ଡେମୋକ୍ରାଟିକ ପାର୍ଟିର ବିରାଟ ବିଜୟ ସହ ଉପରାଷ୍ଟ୍ରପତି ପଦରେ ବିଜୟୀ ହେବା ପରେ ତାଙ୍କୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆଜିର ଏହି ଏପିସୋଡରେ ଜାଣିବା କମଲା ହାରିସଙ୍କ ବିଷୟରେ ଅଧିକ କିଛି ।