Categories: ଖେଳ

ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୭୩ ରନ…

ନୂଆଦିଲ୍ଲୀ,୧୧।୧୦ : ବିଶ୍ୱକପ କ୍ରିକେଟର ୯ମ ମ୍ୟାଚ ଭାରତ ଆଫଗାନିସ୍ତାନ ମଧ୍ୟରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଇୟମରେ ଖେଳାଯାଉଛି ମ୍ୟାତରେ ଆଫଗାନିସ୍ତାନ ଟସ ଜିତ ପ୍ରଥମେ ବ୍ୟାଟିଂ କରି ୨୭୨ ରନ କରିଛି ଫଳରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୭୩ ରନ ରହିଛି।

ଆଫଗାନିସ୍ତାନ ଦଳ ଅଧିନାୟକ ହସମାତୁଲା ଶାହିଦଙ୍କ ନେତୃତ୍ୱରେ ୫୦ ଓଭରରେ ୮ ଓ୍ବିକେଟ ହରାଇ ୨୭୨ ରନ କରିଛି।

ଆଫଗାନିସ୍ତାନ ପକ୍ଷରୁ ଅଧିନାୟକ ହସମାତୁଲା ଶାହିଦ ୮୦ ରନ କରିଥିବାବେଳେ ଅଜମାତୁଲା ଓମାରଜାଲ ୬୨ ରନ କରିଥିଲେ।
ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୨ ଓ୍ବିକେଟ ମିଳିଥିବାବେଳେ ବୁମ୍ରାଙ୍କୁ ୩ ଓ୍ବିକେଟର ସଫଳତା ମିଳିଥିଲା।

 

 

Share