Categories: ଖେଳ

କେକେଆର ପାଇଁ ବିଜୟ ଲକ୍ଷ୍ୟ ୧୯୨ ରନ୍‌…

ମୋହାଲି,୧।୪ : ଡବଲ ହେଡର୍‌ର ପ୍ରଥମ ମ୍ୟାଚ ପଞ୍ଜାବ କିଙ୍ଗସ(ପିବିକେଏସ) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ପଞ୍ଜାବର ଘରୋଇ ଗ୍ରାଉଣ୍ଡ ମୋହାଲିରେ ଖେଳାଯାଉଛି। ପଞ୍ଜାବର ଅଧିନାୟକ ଶିଖର ଧାୱନ ଥିବାବେଳେ କେକେଆର୍‌ର ଅଧିନାୟକ ନୀତୀଶ ରାଣା ରହିଛନ୍ତି। କେକେଆର ଟସ ଜିତି ପ୍ରଥମେ ବୋଲିଂ କରିଥିବାବେଳେ ପଞ୍ଜାବ କିଙ୍ଗସ ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୯୧ ରନ୍‌ କରିଛି। ଫଳରେ କେକେଆର ପାଇଁ ବିଜୟ ଲକ୍ଷ୍ୟ ୧୯୨ ରନ୍‌ ରହିଛି।

ପଞ୍ଜାବ କିଙ୍ଗସ ପକ୍ଷରୁ ପ୍ରଭସିମରନ୍‌ ସିଂ ୨୩ ରନ୍‌ କରିଥିବାବେଳେ ଶେଖର ଧାଓ୍ବନ ୪୦, ଭାନୁକା ରାଜପାକ୍ଷେ ୫୦, ଜିତେଶ ଶର୍ମା ୨୧, ସିକନ୍ଦର ରାଜା ୧୬, ସାମ କୁରାନ ଏବଂ ଶାହାରୁଖ ଖାନ ରନ୍‌ କରିଥିଲେ।

Share