Categories: ଖେଳ

ପାକିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୧୨୮ ରନ୍‌…

ମୋଲବୋର୍ନ,୬।୧୧ : ଟି-୨୦ ବିଶ୍ୱକପର ୪୧ ତମ ମ୍ୟାଚରେ ପାକିସ୍ତାନ ଏବଂ ବାଂଲାଦେଶ ମୁହାଁମୁହିଁ ହୋଇଛନ୍ତି। ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ଅଧିନାୟକ ବାବର ଆଜମ୍‌ଙ୍କ ନେତୃତ୍ୱରେ ଦଳ ବୋଲିଂ ଆରମ୍ଭ କରିଥିଲା।

ବାଂଲାଦେଶ ଦଳ ୨୦ ଓଭରରେ ଓ୍ବିକେଟ ୮ ହରାଇ ୧୨୭ ରନ୍‌ ସଂଗ୍ରହ କରିଥିଲା। ଫଳରେ ପାକିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୧୨୮ ରନ୍‌ ରହିଛି।

Share