Posted inଖେଳ

ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୬୯ ରନ୍‌ର ବିଜୟ ଟାର୍ଗେଟ୍‌

ଅହମ୍ମଦାବାଦ,୨୪।୩: ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୪ର ପଞ୍ଚମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଗୁଜୁରାଟ ଟାଇଟାନ୍ସ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୬୮ ରନ୍‌ କରିଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୬୯ ରନ୍‌ର ବିଜୟ ଟାର୍ଗେଟ୍‌ ରହିଛି ଗୁଜୁରାଟ।

ଗୁଜୁରାଟର ଦୁଇ ଓପରନ୍‌ ରିଦ୍ଧିମାନ ସାହା ଏବଂ ଅଧନାୟକ ଶୁବମାନ ଗିଲ୍‌ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇ ଥିଲେ। ଦୁହେଁ ପ୍ରାରମ୍ଭିକ ଭଲ ଷ୍ଟାଟ୍‌ ଦେଇଥିଲେ। ରିଦ୍ଧିମାନ ୧୯ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଅଧିନାୟକ ଗିଲ୍‌ ୩୧ ରନ୍‌ କରିବାରେ ସକ୍ଷମ ହୋଇଥିଲେ। ସାଇ ସୁଦର୍ଶନ ଧୈର୍ଯ୍ୟର ସହ ଖେଳି ୩୯ ବ୍‌ଲରେ ୪୫ ରନ୍‌ କରିଥିଲେ। ଆଜମତୁଲ୍ଲା ଓମାରଜାଇ ୧୭ ରନ୍‌ କରିଥିବା ବେଳେ ଡେଭିଡ୍‌ ମିଲର ୧୨ ରନ୍‌ କରିଥିଲେ। ସେହିପରି ରାହୁଲ ତେୱାଟିଆ ୨୨ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ଏପରି କି ବିଜୟ ଶଙ୍କର ୬ ରନ୍‌ କରି ନଟ୍‌ ଆଉଟ୍‌ ରହିଥିବା ବେଳେ ରସିଦ ଖାନ୍‌ ୪ ରନ୍‌ କରି ଅପରାଜିତ ରହିଥିଲେ। ଫଳରେ ଗୁଜୁରାଟ ୧୬୮ ରନ୍‌ କରିବାରେ ସକ୍ଷମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି ଇଣ୍ଡିଆ ସଭାପତି ଦିଲିପ ତିର୍କୀଙ୍କ ବଡ଼ ସୂଚନା: ଚେନ୍ନାଇ, ମଦୁରାଇରେ ଖେଳାଯିବ ଜୁନିୟର ପୁରୁଷ ହକି ବିଶ୍ୱକପ୍‌

ଚେନ୍ନାଇ, ୨୮ା୩: ଚେନ୍ନାଇ ଓ ମଦୁରାଇରେ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ନଭେମ୍ବର ୨୮ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଖେଳାଯିବ। ହକି ଇଣ୍ଡିଆ ସଭାପତି...

ଜାତୀୟ ରେକର୍ଡ ଭାଙ୍ଗିଲେ ଗୁରିନ୍ଦରବୀର

ବେଙ୍ଗାଲୁରୁ, ୨୮ା୩: ଗୁରିନ୍ଦରବୀର ସିଂ ରେକର୍ଡ ବୁକ୍‌ରେ ସ୍ଥାନ ପାଇଛନ୍ତି। ବେଙ୍ଗାଲୁରୁରେ ଚାଲିଥିବା ଇଣ୍ଡିଆନ ଗ୍ରାଁ ପ୍ରି-୧ରେ ସେ ୧୦.୨୦ ସେକେଣ୍ଡ ଟାଇମିଂରେ ପୁରୁଷ ୧୦୦...

IPL 2025: CSK ପାଇଁ ବିପଦ ସାଜିଲେଣି ଧୋନୀ?

ନୂଆଦିଲ୍ଲୀ,୨୮।୩: ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଶଂସକଙ୍କ ପାଇଁ ଏମଏସ ଧୋନି କୌଣସି ଭଗବାନଙ୍କଠାରୁ କମ ନୁହଁନ୍ତି। ଧୋନିଙ୍କ ଯୋଗୁଁ ହିଁ ସାରା ବିଶ୍ୱର ପ୍ରଶଂସକ ଚେନ୍ନାଇ...

ବଡ଼ ଖବର: କୋହଲିଙ୍କ ଦରମାରୁ କଟିବ ୮କୋଟି ଟଙ୍କା, କାରଣ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୮।୩: ବିରାଟ କୋହଲି IPLର ଜଣେ ଷ୍ଟାର ଖେଳାଳି। ଏହି ଟୁର୍ଣ୍ଣାମେଣ୍ଟରେ ତାଙ୍କର ଏକ ବଡ଼ ପ୍ରଭାବ ରହିଛି। ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)...

୧୭ ବର୍ଷର ମୁରୁଡ଼ି ସମାପ୍ତ କରିପାରିବେ କି କୋହଲି: ଆଜି ରହିବ ସମସ୍ତଙ୍କ ନଜର

ଚେନ୍ନାଇ,୨୮।୩: ଫ୍ୟାନ ଫଲୋଇଂ ଦୃଷ୍ଟିରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(RCB)ଅନ୍ୟ ସମସ୍ତ ଆଇପିଏଲ ଦଳଠାରୁ ବହୁତ ଆଗରେ। କିନ୍ତୁ ଟାଇଟଲ ଦୃଷ୍ଟିରୁ, RCB ପଛରେ ପଡ଼ିଥିବା ପରି...

ବଡ଼ ରେକର୍ଡ ହାସଲ କଲେ ପ୍ୟାଟ କମିନ୍ସ: ପ୍ରଥମ ଖେଳାଳି ଭାବେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୨୮।୩: ସନରାଇଜର୍ସ ହାଇଦ୍ରାବାଦ(SRH) ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷରେ ୫ ଉଇକେଟରେ ପରାଜୟର ସମ୍ମୁଖୀନ ହୋଇଥିଲେ। ଏହି ସିରିଜରେ ଏହା SRH ଦଳର ପ୍ରଥମ ପରାଜୟ ଥିଲା।...

Nicholas Pooran ହେଲେ ଆଇପିଏଲ ୨୦୨୫ର ‘କିଙ୍ଗ’, SRH vs LSGରେ କଲେ ୫ ରେକର୍ଡ

ନୂଆଦିଲ୍ଲୀ,୨୮।୩: ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ଆଇପିଏଲ ୨୦୨୫ର ଦ୍ରୁତତମ ଅର୍ଦ୍ଧଶତକ ମାରିଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ ୨୦୨୫ ମ୍ୟାଚରେ ପୁରନ ବ୍ୟାଟ...

ଖରାପ ପ୍ରଦର୍ଶନ ପାଇଁ ଖୁବ୍‌ ଟ୍ରୋଲ ହେଉଛନ୍ତି ପନ୍ତ

ନୂଆଦିଲ୍ଲୀ,୨୮।୩: ଆଇପିଏଲ ୨୦୨୫ ରିଷଭ ପନ୍ତଙ୍କ ପାଇଁ ଭଲ ନଥିଲା। ଏପର୍ଯ୍ୟନ୍ତ ସେ ଦୁଇଟି ମ୍ୟାଚ ଖେଳି ସାରିଛନ୍ତି। ଏହି ସମୟରେ ତାଙ୍କ ବ୍ୟାଟ ରନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image