VIDEO: ବିଜେଡିରୁ ଇସ୍ତଫା ଦେଲେ ଆକାଶ, ଦେଖନ୍ତୁ କ’ଣ କହିଲେ କାରଣ…

ଭୁବନେଶ୍ବର,୩୦।୩: ସିନେ ତାରକାମାନେ ବିଜେଡି ଛାଡିବାରେ ଲାଗିଛନ୍ତି। ଅରିନ୍ଦମ ରାୟ, ସିଦ୍ଧାନ୍ତ ମହାପାତ୍ରଙ୍କ ପରେ ଏବେ ଆକାଶ ଦାସ ନାୟକ ବିଜେଡି ଛାଡିଛନ୍ତି। ଯାଜପୁର ଜିଲା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କୁ ବିଜେଡି ଗତ ଥର ଟିକେଟ ଦେଇ ନ ଥିଲା। ଏଥର ବି ଦଳ ତାଙ୍କୁ ଟିକେଟ ଦେଇନାହିଁ। ଆଉ ଏହି କାରଣରୁ ସେ ବିଜେଡିରୁ ଇସ୍ତଫା ଦେଇଥିବା କୁହାଯାଉଛି। ଇସ୍ତଫା ଦେବା ପରେ ଆକାଶଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ କାହିଁକି ବିଜେଡି ଛାଡିଛନ୍ତି ତାହାର କାରଣ କହିଛନ୍ତି। ସେ କହିଛନ୍ତି, ଆତ୍ମସମ୍ମାନ ଓ କୋରେଇବାସୀଙ୍କ ସ୍ବାଭିମାନ ପାଇଁ ମୁଁ ଦଳ ଛାଡିଛି।

 

Share