ଭୁବନେଶ୍ୱର, ୧୨।୧: ବର୍ତ୍ତମାନ ସମୟରେ ସାଇବର ଠକ୍ ଏତେ ଚତୁର ହୋଇଯାଇଛନ୍ତି ଯେ ସେମାନେ କିଛି ସେକେଣ୍ଡରେ ବ୍ୟାଙ୍କ ଆକାଉଣ୍ଟରୁ ପୁରା ଟଙ୍କା ଲୁଟି ନେଉଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଉପାୟରେ ଲୋକଙ୍କୁ ଠକେଇ କରିଥାନ୍ତି ସାଇବର ଠକ। ଯଦି ଆପଣଙ୍କ ସହ ଏମିତି କିଛି ହେଉଛି , ଅଭିଯୋଗ କରନ୍ତୁ ସାଇବର ଥାନାରେ।