ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ଆରଡବ୍ଲ୍ୟୁଏସ୍ଏସ୍ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାଶ ଘରେ ଭିଜିଲାନ୍ସ ଚଢ଼ାଉ ଘଟଣାରେ କ୍ରିପ୍ଟୋ ଏଜେନ୍ସିକୁ ଭିଜିଲାନ୍ସ ବିଭାଗ ଚିଠି ଲେଖିଛି । କ୍ରିପ୍ଟୋରେ ପୁଞ୍ଜି ନିବେଶ ହୋଇଥିବା ୧ କୋଟି ୭୫ ଲକ୍ଷ ଟଙ୍କାକୁ ଜବତ କରିବାକୁ ଭିଜିଲାନ୍ସ ଏହି ଚିଠିରେ ଉଲ୍ଲେଖ କରିଛି। ବିଦେଶରେ ଥିବା କ୍ରିପ୍ଟୋ ଅଫିସକୁ ଇମେଲ ଜରିଆରେ ଭିଜିଲାନ୍ସ ଅବଗତ କରିଛି।