Categories: ଜାତୀୟ

ଅକ୍ଟୋବର ୧୯ ପର୍ଯ୍ୟନ୍ତ ଚନ୍ଦ୍ରବାବୁ ନାଇଡୁଙ୍କ ରିମାଣ୍ଡ ଅବଧି ବୃଦ୍ଧି

ଅମରାବତୀ, ୫।୧୦: ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବିଜୟୱାଡା ଏସିବି କୋର୍ଟରୁ ଆଶ୍ୱସ୍ତି ପାଇନାହାଁନ୍ତି। କୌଶଳ ବିକାଶ ଘୋଟାଲା ମାମଲାରେ କୋର୍ଟ ତାଙ୍କ ରିମାଣ୍ଡକୁ ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

 

Share