Posted inଫୁରସତ

ଜେଜେ ବୟସର ବ୍ୟକ୍ତିଙ୍କ ସହ ହେଲା ପ୍ରେମ: ଭିଡିଓ ଶେୟାର କରି ଏପରି କହିଲେ ଯୁବତୀ, ଥରେ ଶୁଣିଲେ… 

ବର୍ତ୍ତମାନ  ସମୟରେ ଯେ କେହି ରାତାରାତି ଭାଇରାଲ ହେବାକୁ ସର୍ବଦା ଚେଷ୍ଟା  ଚଲାଇଛନ୍ତି। ଏ ନେଇ ଇନ୍‌ଷ୍ଟାଗ୍ରାମ୍‌ ରିଲ୍‌ରେ ସେମାନେ ସମ୍ପର୍କ ଯୋଡ଼ି ସେସବୁକୁ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି।  ଯେପରି କି ଜେଜେ ବାପା ବୟସର  ଲୋକଙ୍କୁ କେହି କେହି ସ୍ବାମୀ କହିବାକୁ ପଛାଉ ନ ଥିବା ବେଳେ  ଜେଜେ ମା’ ବୟସର ମହିଳାଙ୍କୁ ସ୍ତ୍ରୀ କହିବାକୁ ପଛାଉ ନାହାନ୍ତି। ଏପରି  ଭିଡିଓକୁ  ଅଧିକ ଲାଇକ୍‌ କମେଣ୍ଟ ଶେୟାର ଯାଉଥିବାରୁ ଭିଡିଓ ଭାଇରାଲ ହେଉଛି ବୋଲି କୁହାଯାଉଛି।
ତେବେ ବର୍ତ୍ତମାନ ସେଭଳି ଏକ ଭିଡିଓ ଭାଇରାଲ ହେଉଛି । ଯାହା କ୍ୟୁଟି  ଗୁଡି କୁମାରୀଙ୍କ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି।  ଯେଉଁଥିରେ ଜଣେ ଯୁବତୀ ୬୦ କିମ୍ବା ୭୦ ବର୍ଷର ବୃଦ୍ଧଙ୍କୁ  ନିଜ ସ୍ବାମୀ କହିବା ସହିତ କେଉଁ ଏହା ଜନ୍ମର ପୁଣ୍ୟ ଫଳ ବୋଲି କହିଛନ୍ତି।  ତେବେ  ଯୁବତୀ ଜଣଙ୍କ ଏତେ ଖୁସିଥିବାରୁ ଏହି ଭିଡିଓ ମନୋରଞ୍ଜନ ଉଦ୍ଦେଶ୍ୟରେ  କରାଯାଇଥିବା କୁହାଯାଉଛି। ତେବେ ପୂର୍ବରୁ  ଏଭଳି ଅନେକ ଭିଡିଓ ଭାଇରାଲ ହୋଇଛି।

 

View this post on Instagram

 

A post shared by Guddi3 (@cuty_guddi_kumari_9011)


Enter your email to get our daily news in your inbox.

All Right Reserved By Dharitri.Com

କର୍ମଚାରୀଙ୍କ ଦରମା ବଢ଼ାଇବାରୁ ଦୋକାନୀଙ୍କୁ ଜେଲ

ନେପିଡୋ,୩।୭:ମ୍ୟାନ୍‌ମାରରେ ଜଣେ ଦୋକାନୀ ତାଙ୍କ କର୍ମଚାରୀଙ୍କ ଦରମା ବୃଦ୍ଧି କରିଥିବାରୁ ତାଙ୍କୁ ଜେଲ ପଠାଯାଇଛି। ମ୍ୟାନ୍‌ମାରର ମୁଦ୍ରାସ୍ଫୀତି ବୃଦ୍ଧି ପାଉଥିବା ବେଳେ ଉକ୍ତ ଦୋକାନୀ ଜଣକ...

ଆଖି ପିଛୁଳାକେ ଉଡୁଥିବା ପକ୍ଷୀକୁ ଝାମ୍ପି ନେଲା ମାଛ,  ଭିଡିଓ ଦେଖିଲେ…

ସମୁଦ୍ରରେ ବିଭିନ୍ନ ପ୍ରକାରର ଜୀବ ବାସ କରନ୍ତି। ଯାହାଙ୍କର ଅନେକ ସ୍ବତନ୍ତ୍ର ଗୁଣ ରହିଛି। ବର୍ତ୍ତମାନ ଟାଇଗର ଫିସ୍‌ର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି,...

ପାଣ୍ଡ୍ୟାଙ୍କ ଲୁହ ଛଳଛଳ ଆଖିର ଫଟୋ ପୋଷ୍ଟ କରି ଏମିତି ଲେଖିଲେ ଆନନ୍ଦ ମହିନ୍ଦ୍ରା

ଟି -୨୦ବିଶ୍ୱକପ୍‌ ୨୦୨୪ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସୋସିଆଲ ମିଡିଆରେ ମଜାକ୍‌ ଉଡା ଯାଇଥିଲା। ମାତ୍ର ୨୦୨୪ ଟି -୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି...

ପ୍ରବଳ ବର୍ଷା ପରେ ରାସ୍ତାରେ ବୁଲୁଛି କୁମ୍ଭୀର, ଲୋକେ ଭୟଭୀତ

ମୁମ୍ବାଇ,୧।୭: ମୌସୁମୀ ଆସିବା ପରେ ମହାରାଷ୍ଟ୍ରର ଉପକୂଳ ଅଞ୍ଚଳ ରତ୍ନଗୀରିରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ପରେ ରାସ୍ତାରେ କୁମ୍ଭୀର ଚାଲୁଥିବାର...

କ୍ରେଡିଟ୍‌ କାର୍ଡରୁ ସିମ୍‌ କାର୍ଡ ଯାଏ… ଜୁଲାଇ ପହିଲାରୁ ବଦଳିଯିବ ଏସବୁ ନିୟମ, ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୩୦।୬: ଶେଷ ହେବାକୁ ଯାଉଛି ଜୁନ୍‌। ସୋମବାରଠାରୁ ଆରମ୍ଭ ହେବ ଜୁଲାଇ। ଏହି ମାସରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି, ଯାହାର ସିଧା ପ୍ରଭାବ ପକେଟ...

ପ୍ରଥମ ରୋଜଗାର ଟଙ୍କାରେ ମା’ର ବନ୍ଧାପଡ଼ିଥିବା ହାରକୁ ମୁକୁଳାଇଥିଲି: ମନମୋହନ

ଛଅପ୍ରାଣୀଙ୍କୁ ନେଇ ଆମ ପରିବାର। ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି ଥିଲେ ବାପା। ଗାଁ ବଜାର କ୍ୟାବିନ୍‌ରେ ଲୁଗା କପଡ଼ାର ଛୋଟ ଖୁଚୁରା ଦୋକାନଟିଏ। ଯେନତେନ ପ୍ରକାରରେ...

ପ୍ରେମ, ଏକତାର ବାର୍ତ୍ତା ଦେଉଛନ୍ତି ଏଲ୍‌ଜିବିଟିକ୍ୟୁ+

ଜୁନ୍‌ ୧ରୁ ୩୦ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ‘ପ୍ରାଇଡ୍‌ ମାସ’ ଭାବେ ପାଳନ କରାଯାଉଛି। ଏହି ସମୟରେ ବିଭିନ୍ନ ସ୍ଥାନରେ ଏଲ୍‌ଜିବିଟିକ୍ୟୁ+ କମ୍ୟୁନିଟିମାନେ ପ୍ରାଇଡ୍‌ ୱାକ୍‌, ପରେଡ୍ସ,...

ଜାତୀୟ ପରିସଂଖ୍ୟାନ ଦିବସ

ଭାରତରେ ଜାତୀୟ ପରିସଂଖ୍ୟାନ ଦିବସ ପ୍ରତିବର୍ଷ ଜୁନ୍‌ ୨୯ରେ ପାଳନ କରାଯାଏ। ପରିସଂଖ୍ୟାନ ଏବଂ ଅର୍ଥନୈତିକ ଯୋଜନା କ୍ଷେତ୍ରରେ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନୋବିସଙ୍କ ଅବଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri