Categories: ଫୁରସତ

ଷ୍ଟେଜ୍‌ରେ ବରକନ୍ୟାଙ୍କ ଆଗରେ ମୁଣ୍ଡରେ ପଇଡ଼କୁ ଭାଙ୍ଗିଦେଲେ ଯୁବକ, ତା’ ପରେ …

ବର୍ତ୍ତମାନ ବିବାହ ସିଜିନ୍‌ ଚାଲିଛି ବିବାହର ଅନେକ ଫଟୋ ଭିଡିଓ ଭାଇରାଲ ହେଉଛି। ସେଥି ମଧ୍ୟରୁ ଭାଇରାଲ ହେଉଥିବା ଏକ ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, ଷ୍ଟେଜ୍‌ ଉପରେ ଦୁଇ ବର କନ୍ୟା ବସିଛନ୍ତି। ଅନ୍ୟଜଣେ ଯୁବକ ପଇଡ଼କୁ ମୁଣ୍ଡରେ ବାଡେଇ ପାଣି ବାହାର କରି ବରକନ୍ୟାଙ୍କୁ ପିଇବାକୁ ଦେଉଛନ୍ତି। ପରେ ବର ଧରିଥିବା ପଇଡ଼କୁ ମୁଣ୍ଡରେ ଭାଙ୍ଗି ସେ ପିଇ ଯାଉଛନ୍ତି। ବିବାହରେ ଅନେକ ଜଣ ଅନେକ ଉପହାର ଦେଉଥିବେ, ମାତ୍ର ଏମିତି ଉପହାର ଖୁବ୍‌ କମ୍‌ ଲୋକ ଦେଇଥାନ୍ତି।

Share