Categories: ଜାତୀୟ

ଅତିକ ଅହମ୍ମଦ ଓ ଅଶରଫଙ୍କ ହତ୍ୟା ପୂର୍ବର ଭିଡିଓ ଭାଇରାଲ

ନୂଆଦିଲ୍ଲୀ, ୧୬।୪: ଗୁରୁବାର ରାତିରେ ପୋଲିସ ଘେରରେ ଥାଇ ଅତିକ ଅହମ୍ମଦ ଓ ଅଶରଫଙ୍କ ହତ୍ୟା କରାଯାଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଦୁଇଭାଇ ପୋଲିସ ଗାଡିରୁ ବାହାରୁଥିବାର ଦେଖିବାକୁ ମିଳିଛି। ପ୍ରଥମେ ଅଶରଫ ପରେ ଅହମ୍ମଦ ଗାଡିରୁ ବାହାରିବା ସମୟରେ କାହାକୁ ଇସାରା କରୁଥିବାର ଦେଖାଯାଇଛି। ପରେ ଗାଡିରୁ ଓହ୍ଲାଇ ଗଣମାଧ୍ୟମରେ କଥାବାର୍ତ୍ତା ହେବା ସମୟରେ ଦୁଇଭାଇଙ୍କର ଘଟଣାସ୍ଥଳରେ ହତ୍ୟା କରାଯାଇଛି।

Share