Posted inଫୁରସତ

Shocking Video: ବରଙ୍କୁ ଛାଡ଼ି ପଣ୍ଡିତଙ୍କ ଉପରେ ଆସିଗଲା କନ୍ୟାଙ୍କ ହୃଦୟ, ଅଧା ବିବାହରେ କରିବାକୁ ଲାଗିଲେ…

ଭାରତରେ ବିବାହ ଋତୁ ଚାଲିଛି। ପ୍ରତିଦିନ ହଜାର ହଜାର ବିବାହ ଅନୁଷ୍ଠିତ ହେଉଛି। ସୋସିଆଲ ମିଡିଆରେ ମଧ୍ୟ ଭାରତୀୟ ବିବାହର ହଜାର ହଜାର ଭିଡିଓ ପୋଷ୍ଟ ହେଉଛି। ଏଥିମଧ୍ୟରୁ କିଛି ଭିଡିଓ ଭାଇରାଲ ହୋଇଥାଏ। ଲୋକେ ବର ଏବଂ କନ୍ୟା ସହିତ ଜଡିତ ଭିଡିଓଗୁଡ଼ିକୁ ସବୁଠାରୁ ଅଧିକ ପସନ୍ଦ କରନ୍ତି। ଏହି କ୍ରମରେ ଏକ ଭିଡିଓ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଚକିତ କରିଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ବର ଏବଂ କନ୍ୟା ଏକ ବିବାହ ମଣ୍ଡପରେ ବସିଛନ୍ତି। ପଣ୍ଡିତ ସେଠାରେ ମନ୍ତ୍ର ପଢ଼ୁଛନ୍ତି। ହେଲେ କନ୍ୟା ପଣ୍ଡିତଙ୍କୁ ଅପଲକ ନୟନରେ ଚାହିଁ ରହିଛନ୍ତି। କାରଣ ସେ ପଣ୍ଡିତଙ୍କୁ ଦେଖିବା ମାତ୍ରେ ତାଙ୍କ ପ୍ରେମରେ ପଡ଼ଯାଇଥାନ୍ତି। ଏହା ପରେ, କନ୍ୟା ତାଙ୍କ ବରକୁ ଛାଡି ପଣ୍ଡିତଙ୍କ ସହିତ ଆଖି ମିଶାଉଥିବା ନଜର ଆସୁଛି।

କନ୍ୟାଜଣଙ୍କ ଗାଲରେ ତାଙ୍କ ଦୁଇ ହାତ ରଖି ପଣ୍ଡିତଙ୍କୁ ଦେଖୁଥିବାର ଦେଖାଯାଉଛି। ସେ କୌଣସି ରୋମାଣ୍ଟିକ ଦୃଶ୍ୟରେ ହଜିଯାଇଥିବା ପରି ମନେ ହେଉଛି। ଏହି ସମୟରେ, ପଣ୍ଡିତଜଣଙ୍କ କନ୍ୟାଙ୍କ ଏଭଳି କାର୍ଯ୍ୟ ଦେଖନ୍ତି ଏବଂ ସେ ମଧ୍ୟ ତରଳି ଯାଆନ୍ତି। ଏପରିକି ସେ ଲାଜେଇ ଯାଇ ହସୁଥିବା ଦେଖାଯାଉଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଭିଡିଓକୁ ଦେଖି ଚକିତ ହୋଇଛନ୍ତି। କନ୍ୟାଜଣଙ୍କ ଖୋଲାଖୋଲି ଭାବରେ ପଣ୍ଡିତଙ୍କ ସହିତ ଫ୍ଲର୍ଟ କରୁଥିବା କୁହାଯାଉଛି।

 

View this post on Instagram

 

A post shared by Jayprakash Yadav ✨🔥 (@oye_jaypee)


Enter your email to get our daily news in your inbox.

All Right Reserved By Dharitri.Com

୮୦%ରୁ ଅଧିକ ଭାରତୀୟ ଆଇଟି ପ୍ରଫେଶନାଲ ଫ୍ୟାଟି ଲିଭର ରୋଗରେ ପୀଡିତ, ଚିନ୍ତା ବଢ଼ାଇଲା ନୂତନ ଅଧ୍ୟୟନ ରିପୋର୍ଟ

ନୂଆଦିଲ୍ଲୀ,୨।୩: ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଭାରତର ୮୦%ରୁ ଅଧିକ ଆଇଟି ପ୍ରଫେଶନାଲ ଫ୍ୟାଟି ଲିଭର ରୋଗରେ ପୀଡିତ। ଅଧ୍ୟୟନରେ...

ବିବାହ ଶୋଭାଯାତ୍ରାରେ ପହଞ୍ଚିଗଲେ କନ୍ୟାଙ୍କ ପ୍ରେମିକ, ବରଙ୍କ କଲାର ଧରି ନିର୍ଧୂମ ଛେଚିଲେ; Video ଦେଖିଲେ…

ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହୋଇଥାଏ, ସେଥିରୁ କିଚି ଚକିତ ମଧ୍ୟ କରେ। ଏହି କ୍ରମରେ ଏବେ ଏକ ବିବାହ ସମୟର ଭିଡିଓ...

ଟ୍ରାଫିକ୍‌ରେ ହେଲମେଟ୍‌ ବଦଳରେ କାନ୍ଧରେ ଶୁଆ ରଖି ସ୍କୁଟି ଉଡ଼ାଇଲେ ଯୁବତୀ, ଲୋକେ କହିଲେ ଏମିତି…

ବେଙ୍ଗାଲୁରୁ ତା’ର ଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ପାଇଁ ଯେତିକି ପ୍ରସିଦ୍ଧ, ଟ୍ରାଫିକ ସମ୍ବନ୍ଧୀୟ ଅନନ୍ୟ ଘଟଣା ପାଇଁ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥାଏ । ପୁଣି ଥରେ...

India’s top 10 millionaire farmers: ଏମାନେ ହେଉଛନ୍ତି ଭାରତର ୧୦ କୋଟିପତି କୃଷକ, ପ୍ରଥମ ସ୍ଥାନରେ ଅଛନ୍ତି ମହିଳା…

ବର୍ତ୍ତମାନ ସମୟରେ ଜୈବିକ କୃଷି ପ୍ରତି ଆଗ୍ରହ ବୃଦ୍ଧି ପାଉଛି। କୃଷକମାନେ ମଧ୍ୟ ଏଥିରୁ ଭଲ ରୋଜଗାର କରୁଛନ୍ତି। ହେଲେ କ’ଣ ଆପଣ ଜାଣନ୍ତି କି...

GOOGLEରେ ଭୁଲ୍‌ରେ ବି ସର୍ଚ୍ଚ କରନ୍ତୁ ନାହିଁ ଏସବୁ, ନଚେତ ଯିବାକୁ ପଡ଼ିବ ଜେଲ୍‌…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଗୁଗୁଲ୍‌ର ଚାହିଦା ଢେର ବୃଦ୍ଧି ପାଇଛି। କହିବାକୁ ଗଲେ ଏହା ପ୍ରତ୍ୟେକ ମଣିଷର ଅଭିନ୍ନ ଅଙ୍ଗ ପାଲଟିଛି। କୌଣସି ଅଜଣା ସ୍ଥାନକୁ...

ମୁଁ ହେବି ମୁଖ୍ୟମନ୍ତ୍ରୀ, ସବୁ ଠିକ କରିଦେବି…, ହଠାତ୍‌ ଟେବୁଲ ବାଡ଼େଇ ଏମିତି କହିଲେ ନୀତୀଶ, ଖବରଦାତା ଆଶ୍ଚର୍ଯ୍ୟ

ପାଟନା,୧।୩: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତ ୧୯ବର୍ଷ ଧରି ବିହାର ରାଜନୀତିର କେନ୍ଦ୍ରରେ ରହିଛନ୍ତି। ନୀତୀଶ କୁମାରଙ୍କୁ ରାଜନୀତିର ଚାଣକ୍ୟ ମଧ୍ୟ କୁହାଯାଏ ଏବଂ ଗତ...

ଓଡ଼ିଶାର ବଢିଯିବ ନିର୍ବାଚନମଣ୍ଡଳୀ ସଂଖ୍ୟା: ଜାଣନ୍ତୁ ଭାରତରେ ଶେଷଥର ପାଇଁ କେମିତି ହୋଇଥିଲା Delimitation?

Delimitation ପ୍ରସଙ୍ଗରେ ଦେଶରେ ପୁଣିଥରେ ରାଜନୀତି ତୀବ୍ର ହୋଇଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏହି ପ୍ରସଙ୍ଗରେ ମାର୍ଚ୍ଚ 5 ରେ ଏକ ସର୍ବଦଳୀୟ ବୈଠକ...

Video:ନଦୀରେ ଗାଧୋଉଥିଲେ, ହଠାତ୍‌ ଆସିଲା କୁମ୍ଭୀର: ଆଉ ତା’ପରେ…ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ

ଗୋଟିଏ ସମୟ ଥିଲା ଯେତେବେଳେ ଲୋକମାନେ ଜଳ ଆବଶ୍ୟକତା ପାଇଁ ନଦୀ ଏବଂ ହ୍ରଦ ଉପରେ ନିର୍ଭର କରୁଥିଲେ ଏବଂ ସେଠାକୁ ଗାଧୋଇବା ପାଇଁ ଯାଉଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image