Categories: ଫୁରସତ

Viral Video: ବିଲେଇ-ସାପ ମଧ୍ୟରେ ମୁହାଁମୁହିଁ ଲଢେଇ; ଫଳାଫଳ ଦେଖିଲେ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ବିଲେଇ ଏବଂ ସାପ ମଧ୍ୟରେ ଭୟଙ୍କର ମୁହାଁମୁହିଁ ଲଢେଇର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସାପକୁ ଭୟଭୀତ କରିବା ଏବଂ ଜୀବନ ରକ୍ଷା କରିବା ପାଇଁ ବିଲେଇମାନେ କିପରି ଚତୁର ପ୍ରଣାଳୀ ଗ୍ରହଣ କରନ୍ତି ତାହା ଭିଡିଓରେ ଦର୍ଶାଯାଇଛି। ଭିଡିଓଟି ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶେୟାର କରାଯାଉଛି।
ଭାଇରାଲ ଭିଡିଓରେ ବିଲେଇ ଘରର କୋଣରେ ଥିବା ଏକ ବାକ୍ସ ଭିତରେ ବସିଥିବାର ନଜର ଆସିଛି। କିଛି ସମୟ ପରେ ଏକ ସାପ ବିଲେଇ ଆଡକୁ ଫଣା ଟେକି ମାଡି ଆସେ। କିଛି କ୍ଷଣ ପାଇଁ, ଲାଗୁଛି ଯେମିତି କୋବ୍ରା ବିଲେଇ ଉପରେ ଆକ୍ରମଣ କରିବାକୁ ଯାଉଛି, କିନ୍ତୁ ବିଲେଇ ହଠାତ୍‌ କୋବ୍ରାକୁ ତା ଗୋଡରେ ଧକ୍କା ଦେଇଛ।ଏହା କିଛି ସମୟ ପାଇଁ ଜାରି ରହିଥାଏ ଏବଂ ଶେଷରେ ସାପ ପରାଜୟକୁ ଗ୍ରହଣ କରେ ଏବଂ ସେଠାରୁ ପଳାୟନ କରେ।

Cat defends itself from attacking Cobra !
byu/Sans010394 inDamnthatsinteresting

Share