Categories: ଫୁରସତ

ପେଟ୍ରୋଲ ଦର ବୃଦ୍ଧି ପାଉଛି ବୋଲି ଏଭଳି ଉପାୟ ଆପଣାଇଲେ ବ୍ୟକ୍ତି; ଭିଡିଓ ଦେଖିଲେ…

ଦିନକୁ ଦିନ ପେଟ୍ରୋଲ-ଡିଜେଲର ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଚିନ୍ତାରେ ଖାଉଟି। ମହଙ୍ଗା ମାଡ଼ ଯୋଗୁ ଲୋକମାନେ ସେଥିରୁ ବାହାରିବା ଲାଗି ଭଳିକି ଭଳି ଉପାୟ ଆପଣାଉଛନ୍ତି। ସେଭଳି ଏକ ଦେଶୀ ଯୋଗାଡ଼କୁ ନେଇ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହାକୁ ଦେଖି ଯେକେହି ଘଡ଼ିଏ ଅଟକି ଯାଉଛନ୍ତି।

ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ଭିନ୍ନ ଢ଼ଙ୍ଗରେ ବାଇକର ଦୁଇପଟେ ଲୋକଙ୍କୁ ବସାଇ ନେଉଛନ୍ତି। ବ୍ୟବହାରକାରୀ ଏହାକୁ ପ୍ରଶଂସା କରୁଛନ୍ତି।

ଆପଣ ବି ଦେଖନ୍ତୁ ଭିଡିଓ:

Share