Categories: Video

ମତେ ଟିକେ ପାଣି ଦିଅ | Viral Video Of Thirsty Squirrel Asking For Water Melts Hearts

ସୋସିଆଲ୍ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହୋଇଛି। ଏକ ଗୁଣ୍ଡୁଚିମୂଷାଟି ପାଣି ଟିକେ ପାଇଁ ଜଣେ ଟୁରିଷ୍ଟ ପଛେ ପଛେ ଦୌଡି ଆସୁଛି । ଆଉ ପାଣି ପିଇବା ମାତ୍ରେ ସେଠାରୁ ପଳଉଛି। ଦେଖନ୍ତୁ ଏହି ଭିଡିଓ ଟିକୁ…

 

A viral video shows a squirrel ‘begging’ for water….. The squirrel, spotting a water bottle in the man’s hands, gets up on its hind legs and repeatedly gestures at him with her front paws until the man leans down to offer his water bottle to the rodent. Watch the video to know more..