Posted inଫୁରସତ

Video: ଚଳନ୍ତା ବାଇକ୍‌ରେ ଖୁଲମ୍‌ଖୁଲ୍ଲା ରୋମାନ୍ସ କରୁଥିଲେ ପ୍ରେମୀଯୁଗଳ, ବସ୍‌ ଡ୍ରାଇଭର କରିଦେଲେ ଏଭଳି କାରନାମା

ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଆଜିକାଲି ଲୋକେ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି। ଯେପରି ତାଙ୍କର ମାନ ସମ୍ମାନ ଚାଲିଗଲେ ବି କିଛି ପରବାଏ ନାହିଁ। ପୂର୍ବରୁ ଆପଣ ଅନେକ ଭିଡିଓ ଦେଖିଥିବେ ଯେଉଁଥିରେ ପ୍ରେମୀଯୁଗଳ ଚଳନ୍ତା ବାଇକ୍‌ରେ ରୋମାନ୍ସ କରୁଥିବା ନଜର ଆସିଥିବ। ଏହିଭଳି ଏକ ଭିଡିଓ ପୁଣି ସାମ୍ନାକୁ ଆସିଛି। ଭିଡିଓଟି ଛତିଶଗଡ଼ର ବିଳାସପୁର ଅଞ୍ଚଳର, ଯେଉଁଠାରେ ଏକ ପ୍ରେମୀଯୁଗଳ ସର୍ବସମ୍ମୁଖରେ ରୋମାନ୍ସ କରୁଥିବା ଦେଖାଯାଉଛି।
ଭିଡିଓରେ ଦେଖିବାକୁ ମିଳୁଛି ଯେ ବିଳାସପୁରର ସରକଣ୍ଡା ଥାନା ଅଞ୍ଚଳରେ ଏକ ପ୍ରେମୀଯୁଗଳ ଫିଲ୍ମଷ୍ଟାଇଲ୍‌ରେ ବାଇକ୍‌ରେ ରୋମାନ୍ସ କରୁଛନ୍ତି। ଯୁବତୀଜଣଙ୍କ ବାଇକ୍‌ ଟାଙ୍କିରେ ବସିଥିବା ବେଳେ ଯୁବକଜଣଙ୍କ ବାଇକ୍‌ ଚଳାଇବା ଅବସ୍ଥାରେ ରୋମାନ୍ସ କରି ଚାଲିଛନ୍ତି। ଅଧାରାତିରେ ସେ ଦୁହେଁ ନିର୍ଡର ହୋଇ ବୁଲୁଛନ୍ତି। ସେମାନଙ୍କର କେହି ଭିଡିଓ କରିବ ବୋଲି ଅନୁମାନ କରିବା ବି ଅସମ୍ଭବ। ଶେଷରେ ତାହା ହୋଇଛି। କେହିଜଣେ ଭିଡିଓ କରି ଶେୟାର କରିଦେବା ପରେ ତାହା ଭାଇରାଲ ହେଉଛି।
ତେବେ ଭୟଶୂନ ହୋଇ ପ୍ରେମୀଯୁଗଳ ବାଇକ୍‌ରେ ବୁଲୁଥିବାବେଳେ ସେହି ରାସ୍ତା ଦେଇ ଏକ ବସ୍‌ ଯାଉଥିଲା। ବସ୍‌ ଡ୍ରାଇଭର ତାଙ୍କର ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ। ଭିଡିଓ ଦେଖି ଲୋକେ ଏହା ଯାତାୟାତ ନିୟମର ଉଲ୍ଲଘଂନ ବୋଲି କହୁଛନ୍ତି। ଏହାଛଡ଼ା ଦୁହିଁଙ୍କୁ କିଛି ଲୋକେ ଭତ୍ସନା ବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

ଜନ୍ମ ନେଲା ବାଇଗଣୀ ରଙ୍ଗର ଶିଶୁ, ସର୍ଜରୀରେ ଖର୍ଚ୍ଚ ହେଲା ୪୨ କୋଟି

ଲସ ଆଞ୍ଜେଲସ,୧୯।୧୨: ପିଲାଟିଏ ଜନ୍ମ ହେଲେ ସୁଖର କୌଣସି ସୀମା ନନ ଥାଏ। ଲସ ଆଞ୍ଜେଲ୍ସର ବାସିନ୍ଦା ଆଣ୍ଡାଲୁସିଆ ମେସା ମଧ୍ୟ ତାଙ୍କର ପ୍ରସବକୁ ନେଇ...

‘ଏକତା ହିଁ ସର୍ବୋପରି’

ଦେଶର ବିକାଶରେ ପ୍ରତିଟି ନାଗରିକଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍‌ ଭାବ ଏବଂ ଭାଇଚାରା ଦ୍ବାରା ଦେଶର ଏକତା ବୃଦ୍ଧି ହୋଇଥାଏ।...

୨୦୨୫ ରେ ଏହି ରାଶିର ବଢିବ ଆୟ, ଜାଣନ୍ତୁ କେତେ ଶୁଭ ରହିବ

ନୂଆ ବର୍ଷ ୨୦୨୫ ଆରମ୍ଭ ହେବାକୁ ଆଉ କିଛିଦିନ ବାକି ଅଛି। ଆସନ୍ତୁ ଜାଣିବା ୨୦୨୫ରେ ଆୟ, ବ୍ୟାପାର, କ୍ୟାରିୟର, ବୈବାହିକ ଜୀବନ ଏବଂ ସ୍ୱାସ୍ଥ୍ୟ...

ଶତାୟୁ ମହିଳାଙ୍କ ୭ ମହାଦେଶ ଭ୍ରମଣ

ସିଡ୍‌ନୀ: ଯଦି ମନରେ ଉତ୍ସାହ ଏବଂ ଉଦ୍ଦୀପନା ଥାଏ ତେବେ କୌଣସି ମଧ୍ୟ ଲକ୍ଷ୍ୟକୁ ଅତି ସହଜରେ ପୂରଣ କରାଯାଇପାରିବ। ୧୦୨ ବର୍ଷୀୟା ଡୋରୋଥୀ ସ୍ମିଥ୍‌ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri