Posted inଖେଳ

ସୋସିଆଲ ମିଡିଆ କିଙ୍ଗ ‘କୋହଲି’; ଟୁଇଟରରେ ଏବେ ୫୦ ମିଲିୟନ୍‌ ଫଲୋଅର୍ସ…

ନୂଆଦିଲ୍ଲୀ,୧୩।୯: ଦୀର୍ଘ ଏକ ମାସର ବିଶ୍ରାମ ପରେ ପୁଣି ମଇଦାନକୁ ଓହ୍ଲାଇଛନ୍ତି ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି। ନିକଟରେ ଖେଳାଯାଇଥିବା ଏସିଆ କପ୍‌ ଟୁର୍ନାମେଣ୍ଟରେ ଦଳ ବିଫଳ ହୋଇଥିଲେ ହେଁ ବ୍ୟକ୍ତିଗତ ଭାବେ ସେ ଚମକିଛନ୍ତି। ୨୦୧୯ ନଭେମ୍ବରଠାରୁ ଶତକ ମାରି ନ ଥିବା ବିରାଟ ଟୁର୍ନାମେଣ୍ଟରେ ଆଫଗାନିସ୍ତାନ ବିପକ୍ଷରେ ୧୨୨ ରନ୍‌ର ଇନିଂସ ଖେଳି ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ତେବେ କ୍ରିକେଟ ମଇଦାନରେ ଉପଲବ୍ଧି ପରେ କୋହଲି ସୋସିଆଲ ମିଡିଆରେ ନୂଆ କିର୍ତ୍ତୀମାନ ସ୍ଥାପନ କରିଛନ୍ତି। ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଟୁଇଟରରେ ତାଙ୍କର ଫଲୋଅର୍ସ ସଂଖ୍ୟା ୫୦ ମିଲିୟନରେ ପହଞ୍ଚିଛି। ଏଥିରୁ ସେ ବିଶ୍ୱର ସବୁଠାରୁ ପ୍ରିୟ ଖେଳାଳି ବୋଲି ସ୍ପଷ୍ଟ ହୋଇଛି।

ତେବେ କେବଳ ଯେ ଟୁଇଟର ତାହା ନୁହେଁ, ଇନଷ୍ଟାଗ୍ରାମରେ ମଧ୍ୟ କୋହଲିଙ୍କ ପ୍ରଶଂସକଙ୍କ ସଂଖ୍ୟା କାହିଁରେ କେତେ। ଏବେ ତାଙ୍କର ଆକାଉଣ୍ଟରେ ୨୧୧ ମିଲିୟନ ଫଲୋଅର୍ସ ଅଛନ୍ତି। ସେହିଭଳି ଫେସବୁକରେ ୪୯ ମିଲିୟନ ଫଲୋଅର୍ସ ଅଛି। ମୋଟ ଯଦି ହିସାବ କରାଯାଏ ତାହା ହେଲେ ୩୧୦ ମିଲିୟନ ଫଲୋଅର୍ସ ତାଙ୍କର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେଲ୍‌ବୋର୍ନ ଟେଷ୍ଟ: ଅଷ୍ଟ୍ରେଲିଆ ୩୩୩ ରନରେ ଅଗ୍ରଣୀ

ମେଲବୋର୍ନ, ୨୯।୧୨: ଅସମାପ୍ତ ଦଶମ ଉଇକେଟ ଯୋଡ଼ିରେ ନାଥାନ ଲିୟନ ଓ ସ୍କଟ ବୋଲାଣ୍ଡଙ୍କ ଅର୍ଦ୍ଧଶତକୀୟ ଭାଗୀଦାରି ବଳରେ ଅଷ୍ଟ୍ରେଲିଆ ମେଲବୋର୍ନ କ୍ରିକେଟ ଟେଷ୍ଟରେ ଭାରତ...

ବିଶ୍ୱ ରାପିଡ ଚେସ୍‌: ହମ୍ପି ଚାମ୍ପିୟନ

ନ୍ୟୁୟର୍କ, ୨୯।୧୨ (ପି.ଟି.): ଭାରତୀୟ ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପି ଫିଡେ ମହିଳା ବିଶ୍ୱ ରାପିଡ ଚେସ୍‌ ଚାମ୍ପିୟନ ହୋଇଛନ୍ତି। ଅନ୍ତିମ ରାଉଣ୍ଡରେ ଇଣ୍ଡୋନେସିଆର ଇନେନେ ସୁକାନ୍ଦରଙ୍କୁ...

ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ: ବିରାଟଙ୍କ ଗୋଡ଼ରେ ରହିଛି ୬…

ନୂଆଦିଲ୍ଲୀ, ୨୯।୧୨: ଭାରତୀୟ କ୍ରିକେଟ ଦଳର ଉଦୟମାନ କ୍ରିକେଟର ନୀତିଶ କୁମାର ରେଡ୍ଡୀ ତାଙ୍କ ଖେଳ ଜୀବନର ପ୍ରଥମ ଟେଷ୍ଟ ଶତକ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଚାଲିଥିବା...

ପାକିସ୍ତାନକୁ ହରାଇ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ, ୨୯।୧୨: ଚମତ୍କାର ପ୍ରଦର୍ଶନ କରି ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା। ଟ୍ୱେମ୍ବା ଭୁଭାମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା...

OCA ସଭାପତି ପଦରୁ ଇସ୍ତଫା ଦେଲେ ବବି ଦାସ

କଟକ,୨୯।୧୨: ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବିଜେଡିର ବରିଷ୍ଠ ରାଜନେତା ପ୍ରଣବ ପ୍ରକାଶ ଦାସ(ବବି)। ଏନେଇ ସୂଚନା ଦେଇଛନ୍ତି ସମ୍ପାଦକ ସଞ୍ଜୟ...

ହୃଦୟ ଜିତିବ ୩୫ ସେକେଣ୍ଡର ଭିଡିଓ, ସୁନିଲ ଗାଭାସ୍କରଙ୍କୁ ବିଶେଷ ସମ୍ମାନ ଦେଲେ ନୀତୀଶ ରେଡ୍ଡୀଙ୍କ ପିତା

ନୂଆଦିଲ୍ଲୀ,୨୯।୧୨: ଅଷ୍ଟ୍ରେଲିଆ ସହ ଖେଳାଯାଉଥିବା ମେଲବୋର୍ନ ଟେଷ୍ଟ ମ୍ୟାଚରେ ଶତକ ହାସଲ କରି ନୀତୀଶ କୁମାର ରେଡ୍ଡୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତାଙ୍କ ଶତକ ସମଗ୍ର...

ବିସ୍ଫୋରକ ବୋଲିଂ ସହ ବିଶ୍ୱ ରେକର୍ଡ, ୧୪୮ ବର୍ଷର ଟେଷ୍ଟ ରେକର୍ଡ ବଦଳାଇ ଦେଲେ ବୁମରା

ନୂଆଦିଲ୍ଲୀ,୨୯।୧୨: ଭାରତୀୟ କ୍ରିକେଟ ଦଳର ସୁପରଷ୍ଟାର ବୋଲର ଜସପ୍ରୀତ ବୁମରା ଇତିହାସ ସୃଷ୍ଟି କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ଡବଲ ସେଞ୍ଚୁରି ହାସଲ କରିଛନ୍ତି। ଦ୍ୱିତୀୟ...

ଆଦାମ ଗିଲକ୍ରିଷ୍ଟ, ମାଇକେଲଙ୍କୁ ଇଂରାଜୀରେ କ’ଣ କହିଲେ ନୀତୀଶ ରେଡ୍ଡୀଙ୍କ ପିତା, ଜାଣନ୍ତୁ…

ମେଲବୋର୍ନ,୨୮।୧୨: ନୀତୀଶ କୁମାର ରେଡ୍ଡୀ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷ ଡେବ୍ୟୁ ଟେଷ୍ଟ ସିରିଜରେ ଏକ ଶତକ ସ୍କୋର କରି ଇତିହାସ ସୃଷ୍ଟି କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri