Posted inଖେଳ

ବିରାଟ ରେକର୍ଡର ଅଧିକାରୀ କୋହଲି

ଅହମ୍ମଦାବାଦ,୧୪।୩ : ଏକ ବିରାଟ ରେକର୍ଡର ଅଧିକାରୀ ହୋଇଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଅନ୍ତର୍ଜାତୀୟ ଟି୨୦ରେ ସେ ପୂରଣ କରିଛନ୍ତି ୩ ହଜାର ରନ୍‌। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ଅପରାଜିତ ୭୩ ରନ୍‌ର ଇନିଂସ ଖେଳିବା ଅବସରରେ କୋହଲି ମାଇଲଷ୍ଟୋନ ପ୍ରତିଷ୍ଠା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଅନ୍ତର୍ଜାତୀୟ ଟି୨୦ରେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଏକ ହଜାର ଓ ଦୁଇ ହଜାର ରନ୍‌ ପୂରଣ କରିବାର ରେକର୍ଡ ନ୍ୟୁଜିଲାଣ୍ଡ ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକ୍‌କୁଲମଙ୍କ ନାମରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବର୍ଷା ବିଗାଡିଦେଳା ଖେଳ: ଗାବା ଟେଷ୍ଟ ଡ୍ର’

ବ୍ରିସବେନ,୧୮।୧୨: ବ୍ରିସବେନର ଗାବା ଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଡ୍ର ହୋଇଥିଲା। ଅଷ୍ଟ୍ରେଲିଆ ଜିତିବା ପାଇଁ ଭାରତକୁ...

୭୬୫ ଉଇକେଟ୍‌, ୪୩୯୪ ରନ୍‌..ଅଶ୍ୱିନଙ୍କ ୧୪ ବର୍ଷ କ୍ରିକେଟ୍‌ କ୍ୟାରିୟର୍‌ ଥିଲା ଏମିତି

ନୂଆଦିଲ୍ଲୀ,୧୮।୧୨: ଭାରତର କିମ୍ବଦନ୍ତୀ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ବର୍ଷା ଯୋଗୁ ଭାରତ ବନାମ ଅଷ୍ଟ୍ରେଲିଆ ବ୍ରିସବେନ ଟେଷ୍ଟକୁ ଡ୍ର...

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ଅଶ୍ୱିନ୍‌, ଗାବା ଟେଷ୍ଟ ପରେ କଲେ ଘୋଷଣା

ନୂଆଦିଲ୍ଲୀ,୧୮।୧୨: ଟିମ ଇଣ୍ଡିଆର ଭେଟେରାନ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ଅବସର ଘୋଷଣା କରିଛନ୍ତି। ତାଙ୍କୁ ଆଉ ଅନ୍ତର୍ଜାତୀୟ କ୍ରିକେଟରେ ଦେଖିବାକୁ ମିଳିବ ନାହିଁ। ଦ ଗାବାରେ...

୧୨ ବଲ୍‌ରେ ୩୪ ରନ୍‌ର ଥିଲା ଆବଶ୍ୟକତା, ୧ ଓଭରରେ ଖେଳ ଶେଷ କରିଦେଲେ ବ୍ୟାଟ୍ସମ୍ୟାନ୍‌!

ନୂଆଦିଲ୍ଲୀ,୧୭।୧୨: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ବିଗ୍‌ ବ୍ୟାଶ୍‌ ଲିଗ୍‌ ୨୦୨୪-୨୫ରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି। ସିଜନର ତୃତୀୟ ମ୍ୟାଚ୍‌ ସିଡନୀ ଥଣ୍ଡର୍ସ ଏବଂ ଆଡିଲେଡ୍‌ ଷ୍ଟାଇକର୍ସ...

ବିଦ୍ରୋହ କରିଦେଲ ପୃଥ୍ୱୀ ଶ’, ଦଳରୁ ବାଦ ପଡିବା ପରେ ରାଗରେ ନିଆଁ…

ନୂଆଦିଲ୍ଲୀ,୧୭।୧୨: ଭାରତୀୟ ଦଳର ଷ୍ଟାର ଓପନର ପୃଥ୍ୱୀ ଶ’ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ମୁମ୍ବାଇ ଦଳରୁ ବାଦ ପଡ଼ିବା ପରେ ଏଥର ସେ କଡା ପ୍ରତିକ୍ରିୟା...

ଅବସର ନେବେ ରୋହିତ ଶର୍ମା! ଆଉଟ ହେଲା ପରେ ଦେଲେ ଏପରି ସଂକେତ

ନୂଆଦିଲ୍ଲୀ,୧୭।୧୨: ଟି-୨୦ ବିଶ୍ୱକପ ପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ବର୍ତମାନ ଚାଲିଥିବା ବର୍ଡ଼ର-ଗାଭାସ୍କର ଟ୍ରଫିରେ ମଧ୍ୟ ରୋହିତଙ୍କ ବ୍ୟାଟ...

ବ୍ରିସବେନ୍‌ ଟେଷ୍ଟ ମଝିରେ ଅଷ୍ଟ୍ରେଲିଆକୁ ଲାଗିଲା ବଡ଼ ଝଟ୍‌କା

ବ୍ରିସବେନ୍‌,୧୭।୧୨: ବ୍ରିସବେନ୍‌ର ଗାବାରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ନିଜର ଆଭିମୁଖ୍ୟକୁ କଡାକଡି କରିଛି। ମ୍ୟାଚର ଚତୁର୍ଥ ଦିନ ଚାଲିଛି ଏବଂ ଫଲୋଅନ୍‌କୁ ଏଡାଇବା ପାଇଁ...

ବର୍ଡର-ଗାଭାସ୍କର ଟ୍ରଫି ଚାଲିଥିବାବେଳେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌

ନୂଆଦିଲ୍ଳୀ,୧୭।୧୨: ଆଜିକାଲି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯାଉଛି। ଏହି ସମୟରେ ଉତ୍ତରପ୍ରଦେଶରେ ଖେଳୁଥିବା ୩୧ ବର୍ଷୀୟ ଭାରତୀୟ ଦ୍ରୁତ ବୋଲର ଅଙ୍କିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri