ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଶୋକବ୍ୟକ୍ତ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୩।୬:ବାହାନଗା ଟ୍ରେନ୍‌ଦୁର୍ଘଟଣା ନେଇ ଶୋକ ପ୍ରକାଶ କଲେ ବିରାଟ କୋହଲି। ଟେ ଟ୍ବିଟ୍‌ କରି କହିଛନ୍ତି, ଓଡିଶାରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣାକୁ ନେଇ ମୁଁ ଦୁଃଖିତ। ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରିୟଜନଙ୍କ ପରିବାରକୁ ସମବେଦନା ଜଣାଉଛି। ଆହତଙ୍କ ଆଶୁଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।

Share