ଅନୁଷ୍କାଙ୍କ ପୂର୍ବରୁ ଏସବୁ ସୁନ୍ଦରୀଙ୍କ ପ୍ରେମରେ ପଡ଼ିଥିଲେ ବିରାଟ କୋହଲି, ତାଲିକା ବେଶ ଲମ୍ବା…

ଏକାଧିକ ସୁନ୍ଦରୀଙ୍କୁ ଡେଟ୍‌ କରିବା ପରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଜୀବନସାଥୀ ଭାବେ ବାଛିଥିଲେ ବିରାଟ କୋହଲି। ଏବେ ଦୁହେଁ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। କୋହଲି କନ୍ୟା ସନ୍ତାନର ପିତା ଥିବା ବେଳେ ଏବେ ଅନୁଷ୍କା ଦ୍ୱିତୀୟ ଥର ଲାଗି ମା’ ହେବାକୁ ଯାଉଛନ୍ତି। ରବିବାର ବିରାଟଙ୍କ ଜନ୍ମଦିନ ଉପଲକ୍ଷେ ଆସନ୍ତୁ ତାଙ୍କ ପ୍ରେମ ଜୀବନ ଉପରେ ନଜର ପକାଇବା…

ତମନ୍ନା ଭାଟିଆ:
ବିରାଟଙ୍କ ତମନ୍ନାଙ୍କୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଦୁହେଁ ଏନେଇ କେବେହେଲେ ମୁହଁ ଖୋଲି ନ ଥିଲେ।

ସଞ୍ଜନା ଗଲରାନୀ:
ତମନ୍ନାଙ୍କଠାରୁ ଅଲଗା ହେବା ପରେ କୋହଲି କନ୍ନଡ଼ ଫିଲ୍ମ ଅଭିନେତ୍ରୀ ସଞ୍ଜନାଙ୍କୁ ଭଲପାଇ ବସିଥିଲେ। ଏକ ପାର୍ଟିରେ ଦୁହେଁ ପରସ୍ପରକୁ ଭେଟିଥିଲେ।

ଇଜାବେଲି ଲେଏଟି:
କୋହଲିଙ୍କ ପ୍ରେମ ସମ୍ପର୍କ ବ୍ରାଜିଲର ମଡେଲ ଇଜାବେଲିଙ୍କ ସହ ମଧ୍ୟ ରହିଥିଲା। ଏନେଇ ନିଜେ ଇଜାବେଲି ସ୍ବୀକାର କରିଥିଲେ।

ସାକ୍ଷୀ ଅଗ୍ରଓ୍ବାଲ:

କୋହଲିଙ୍କ ନାମ ସାକ୍ଷୀଙ୍କ ସହ ମଧ୍ୟ ଯୋଡ଼ି ହୋଇଛି। ହେଲେ କେହି ବି ସେନେଇ ମୁହଁ ଖୋଲି ନାହାନ୍ତି।

ସାରା ଜାନେ ଡାଇସ୍‌:
ଇଜାବେଲିଙ୍କଠାରୁ ଅଲଗା ହେବା ପରେ କୋହଲି ୨୦୦୭ରେ ମିସ୍‌ ଇଣ୍ଡିଆ ଜିତିଥିବା ସାରାଙ୍କୁ ଡେଟ୍‌ କରିଥିଲେ। ଉଭୟ କେବେହେଲେ ଏନେଇ ମୁହଁ ଖୋଲି ନ ଥିଲା।

ଅନୁଷ୍କା ଶର୍ମା:
ଅନେକ ନାୟିକାଙ୍କ ସହ ନା ଯୋଡ଼ିହେବା ପରେ ଶେଷରେ କୋହଲିଙ୍କୁ ଅନୁଷ୍କାଙ୍କୁ ବାସ୍ତବ ପ୍ରେମ ବୋଲି ହୃଦ୍‌ବୋଧ କରିଥିଲେ। ଉଭୟ କିଛି ମାସ ଯାଏ ଡେଟ୍‌ କରିବା ପରେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

ଆସିଲା ଆଇପିଏଲ ମେଗା ନିଲାମୀ ତାରିଖ: ଜାଣନ୍ତୁ କେବେ ହେବ ?

ନୂଆଦିଲ୍ଲୀ,୧୮ା୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ପାଇଁ ମେଗା ନିଲାମ ଖୁବଶୀଘ୍ର ଅନୁଷ୍ଠିଟି ହେବାକୁ ଯାଉଛି। ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri