Categories: ଜାତୀୟ

ଅବସର ନେଲା ବିରାଟ, ସେବା ଲାଗି ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ, ୨୬।୧: ରାଷ୍ଟ୍ରପତିଙ୍କ ସୁରକ୍ଷା ଦଳରେ ସାମିଲ ଥିବା ଏକ ଘୋଡ଼ା ବିରାଟ ବୁଧବାର ଅବସର ନେଇଛି। ଗଣତନ୍ତ୍ର ଦିବସ ପରେଡ୍‌ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରାଟ ନିକଟକୁ ଯାଇ ସେବା ଲାଗି ତାର ପ୍ରଶଂସା କରିଥିଲେ। ସେ ଗତ ୧୩ ବର୍ଷ ଧରି ରାଷ୍ଟ୍ରପତିଙ୍କ ସେବାରେ ରହିଥିଲା। ଏହି ସମୟରେ ୩ ଭିନ୍ନ ରାଷ୍ଟ୍ରପତିଙ୍କ ସେବା କରିଛି ସେ। କମାଣ୍ଡାଣ୍ଟ କର୍ନେଲ ଅନୁପ୍‌ ତିଓ୍ବାରୀ ଏହାର ଅଶ୍ୱାରୋହୀ ଥିଲେ।

Share