Categories: Video

Virtual tour of Baliyatra | ଆସ ବୁଲିବା ବାଲିଯାତ୍ରା

In this episode of Dharitri Live, we take you on a tour of Baliyatra which is being held on the banks of Mahanadi in Cuttack. There are a number of things that are unique to Baliyatra. From things you can buy, to the swings you can ride and the wide-range of options to choose from when it comes to eating out; historic Baliyatra is a crowd puller like no other. Let’s watch!

ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା । ସେ ଖାଇବା ହେଉ କି ଦୋଳି ହେଉ ଏମିତି କିଛି ଅଛି ଯାହା କେବଳ ବାଲିଯାତ୍ରାରେ ହିଁ ମିଳିଥାଏ । ତେବେ ଏବର୍ଷ ବାଲିଯାତ୍ରାରେ କଣ ସବୁ ସ୍ପେଶାଲ ମିଳୁଛି ଲୋକଙ୍କ ଗହଳି କେଉଁ ଷ୍ଟଲରେ କେଉଁ ଖାଦ୍ୟ ପାଇଁ ଲାଗୁଛି ଚାଲନ୍ତୁ ଦେଖିବା ଏହି ଭିଡିଓରେ ….