Categories: Video

Visit this place for delicious veg chakuli | ଜାଣନ୍ତୁ ବ୍ରହ୍ମପୁରରେ କେଉଁଠି ମିଳେ ଭେଜ୍ ଚକୁଳି

In this episode of ‘Chala Buliba’, Dharitri Live will take you to some special street food stalls of Berhampur where the unique street delicacies such as veg chakuli, chicken kebab, chicken malai tikka, baby gulab jamun and special jalebi among many other items will tantalize your taste buds. Watch this video to know where you can find these stalls in Berhampur.

‘ଚାଲ ବୁଲିବା’ରେ ଏଥର ଆମେ ଦେଖାଇବୁ ବ୍ରହ୍ମପୁରର କିଛି ସ୍ପେଶାଲ ଷ୍ଟ୍ରିଟ ଫୁଡ୍ ଷ୍ଟଲ । ଯେଉଁଠି ଭେଜ୍ ଚକୁଳି, ଚିକେନ କବାବ ଷ୍ଟିକ୍, ଚିକେନ ମଲାଇ ଟିକ୍କା, ବେବି ଗୋଲାବଜାମୁ ଏବଂ ସ୍ପେଶାଲ ଜିଲାବି ମିଳେ । ଯଦି ଆପଣ ବ୍ରହ୍ମପୁର ବୁଲିବାକୁ ଯାଉଛନ୍ତି ତେବେ ଏସବୁ ଷ୍ଟଲ କେଉଁଠି ଜାଣିବା ପାଇଁ ଦେଖନ୍ତୁ ଆମର ଏହି ଭିଡ଼ିଓ…