ଚତୁର୍ଥ ପର୍ଯ୍ୟାୟରେ ୧୭,୦୮୯ ବୁଥ୍‌ରେ ହେବ ମତଦାନ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ୨୨ ତାରିଖରେ ଚତୁର୍ଥ ପର୍ଯ୍ୟାୟ ପାଇଁ ହେବ ମତଦାନ । ୨୭ଟି ଜିଲାରେ ଚତୁର୍ଥ ପର୍ଯ୍ୟାୟରେ ୧୭,୦୮୯ ବୁଥ୍‌ରେ ଲୋକେ ମତସାବ୍ୟସ୍ତ କରିବେ । ୧୬୩ଟି ଜିଲା ପରିଷଦ ଜୋନ୍‌ ପାଇଁ ମତଦାନ ହେବାକୁ ଥିବା ବେଳେ ୧୨୫୪ଟି ପଞ୍ଚାୟତର ୧୭,୦୮୯ ବୁଥ୍‌ରେ ମତଦାନ ହେବ । ଏଥିମଧ୍ୟରୁ ୨୫୬୩ ବୁଥ ସମ୍ବେଦନଶୀଳ ଚିହ୍ନଟ ହୋଇଛି । ମଇଦାନରେ ୬୬୭ ଜିଲା ପରିଷଦ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି ।
ଝାରସୁଗୁଡା, ବୌଦ୍ଧ, ଦେବଗଡ଼ରେ ମତଦାନ ଶେଷ ହୋଇଛି। ଭଦ୍ରକ ଏବଂ ରାୟଗଡ଼ାରେ ରିପୋଲିଂ ନେଇ ପ୍ରସ୍ତାବ ଆସିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର କୋଚିଂ ସେଣ୍ଟର ପାଇଁ ଆସିବ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୧୯ା୧୧: ରାଜ୍ୟରେ ଥିବା ଘରୋଇ କୋଚିଂ ସେଣ୍ଟର ପରିଚାଳନା ପାଇଁ ଆସିବ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି।...

ଆସୁଛି ଆଉ ଏକ ବଡ଼ ଲଘୁଚାପ

ଭୁବନେଶ୍ୱର,୧୯।୧୧: ବଙ୍ଗୋପସାଗରରେ ଆସୁଛି ଆଉ ଏକ ବଡ଼ ଲଘୁଚାପ। ୨୩ ତାରିଖ ସୁଦ୍ଧା ଲଘୁଚାପ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୧ତାରିଖ ସୁଦ୍ଧା...

ଗିରଫ ହେଲେ କୋଟିପତି ଡେପୁଟି ଜେନେରାଲ ମ୍ୟାନେଜର

ଭୁବନେଶ୍ୱର,୧୯।୧୧:ଗିରଫ ହେଲେ କୋଟିପତି OPHWC ବ୍ରହ୍ମପୁର ଡିଭିଜନର ଡେପୁଟି ଜେନେରାଲ ମ୍ୟାନେଜର ସୁବାସ ଚନ୍ଦ୍ର ପଣ୍ଡା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ...

ଫିଟୁଛି ବୈକୁଣ୍ଠ ଧାମର ଗୁମର: ‘ଶ୍ରୀ’ ଲେଖା ଉପରେ ମାଟି ବୋଳିଲେ ମହିଳା

ଭୁବନେଶ୍ୱର,୧୯ା୧୧: ଭରତପୁର ଥାନା ଅନ୍ତର୍ଗତ ଖଣ୍ଡଗିରି ବାରି ଅଞ୍ଚଳରେ ଥିବା ଶ୍ରୀ ବୈକୁଣ୍ଠଧାମ ଆଶ୍ରମରେ ଜଣେ ନାବାଳକଙ୍କୁ କଳ୍‌କୀ ଅବତାର କହି ତାଙ୍କ ପାଦ ଉପରେ...

ଅଧିକାରୀଙ୍କୁ ରୋକଠୋକ୍‌ ଶୁଣାଇଦେେଲେ ସୋଫିଆ ଫିର୍ଦ୍ଦୋସ୍‌: କାମ କରିବାର ଇଚ୍ଛା ନ ଥିଲେ କଟକ ଛାଡ଼…

କଟକ,୧୯ା୧୧(ଶିଳ୍ପା ପ୍ରିୟଦର୍ଶିନୀ):ବାଲିଯାତ୍ରାରେ ଲିଚୁଲାଇଟ୍‌ ଧରିପକାଇବାରୁ ଜଗତ୍‌ସିଂହପୁର ଅଞ୍ଚଳର ଛାତ୍ର ବିଶ୍ୱପ୍ରକାଶ ମନ୍ଥନଙ୍କ ମୃତ୍ୟୁ ଘଟିଛି। ଏସ୍‌ସିବି ମେଡିକାଲରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ବାରବାଟୀ-କଟକ ବିଧାୟିକା...

ଉପଜିଲାପାଳ ଗିରଫ: ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୧୯ା୧୧: ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକ ଶେଷରେ ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କୁ ଭିଜିଲାନ୍ସ ଗିରଫ...

ଓଡ଼ିଶା ଆସିବେ ମୋଦି-ଶାହା: ଜାଣନ୍ତୁ କାହିଁକି

ଭୁବନେଶ୍ବର,୧୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଡିଜିପି ସମ୍ମିଳନୀରେ ଯୋଗ ଦେବେ ବୋଲି...

ପ୍ରବାସୀଙ୍କ ପାଇଁ ଖୁସିଖବର: କାନାଡାରେ ପଢାହେବ ଓଡ଼ିଆ

ଭୁବନେଶ୍ୱର,୧୯ା୧୧(ଅନୁରାଧା ମହାରଣା):କାନାଡ଼ାରେ ଓଡ଼ିଆ ଭାଷାରେ ପାଠପଢ଼ିବେ ପ୍ରବାସୀଙ୍କ ପିଲା। ଟରୋଣ୍ଟୋ ଡିଷ୍ଟ୍ରିକ୍ଟ ସ୍କୁଲ ବୋର୍ଡ ପକ୍ଷରୁ ଓଡ଼ିଆ ଶିକ୍ଷା ପ୍ରଚଳନ ପାଇଁ ଅନୁମତି ମିଳିବା ପରେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri