ଭାରତରେ ୮୩ ଶହ କୋଟି ଟିକସ ଦେବ ଓ୍ବାଲମାର୍ଟ…

ସିଙ୍ଗାପୁର,୫।୧ : ଫୋନ ପେ ମୁଖ୍ୟାଳୟ ସିଙ୍ଗାପୁରରୁ ଭାରତକୁ ସ୍ଥାନାନ୍ତରିତ କରିବା ଯୋଗୁ ୱାଲମାର୍ଟ ଏବଂ ଡିଜିଟାଲ ପେମେଣ୍ଟ କମ୍ପାନୀର ସମସ୍ତ ଅଂଶୀଦାରଙ୍କୁ ପ୍ରାୟ ଏକ ବିଲିୟନ ଡଲାର (୮୩ ଶହ କୋଟି ଟଙ୍କା) ଟିକସ ଦେବାକୁ ପଡିବ। ସୂଚନାନୁସାରେ, ଫୋନପେ ଭାରତକୁ ସ୍ଥାନାନ୍ତରିତ ହେବା ଏବଂ ଏହାର ମୂଲ୍ୟ ବୃଦ୍ଧି ଯୋଗୁ ଏହି ଟିକସ ଦେବାକୁ ହେବ।

ୱାଲମାର୍ଟର ଫୋନପେରେ ଅଧିକ ଅଂଶଧନ ରହିଛି, ଯାହା ପ୍ୟାରେଣ୍ଟ କମ୍ପାନୀ ଫ୍ଲିପକାର୍ଟ କିଣିବା ପରେ ହୋଇଥିଲା। ଫୋନପେ ନିକଟରେ ଫ୍ଲିପକାର୍ଟରୁ ଅଲଗା ହୋଇଛି। ଏହି ଘଟଣାରେ ସୂତ୍ରରୁ ଜଣାପଡିଛି ଯେ ଫୋନ ପେ ଜେନେରାଲ ଆଟଲାଣ୍ଟିକ, କତାର ନିବେଶ ପ୍ରାଧିକରଣ ଏବଂ ଅନ୍ୟ ନିବେଶକଙ୍କ ଠାରୁ ୧୨ ବିଲିୟନ ଡଲାରର ପୁଞ୍ଜି ସଂଗ୍ରହ କରୁଛି। ତେଣୁ ଏହି ଟିକସ ଲାଗୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଳିଦାନ ଦେବା, ନିଜ ଜୀବନ ଦେବା ଏକ ମୁସଲମାନର ଗର୍ବ … ତାଲିବାନକୁ କାହିଁକି ଚ୍ୟାଲେଞ୍ଜ କରୁଛି ପାକିସ୍ତାନୀ ସେନା ?

ନୂଆଦିଲ୍ଲୀ,୨୭ା୧୨: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ଲମ୍ବା ସମୟ ଧରି ତିକ୍ତତାପୂର୍ଣ୍ଣ ରହିଥିଲା ବେଳେ ନିକଟରେ ଏହା ଆହୁରି ବିଗିବାରେ ଲାଗିଛି। ଆଫଗାନିସ୍ତାନରେ ପାକିସ୍ତାନ...

ଗୋଟିଏ ମଦ ବୋତଲରୁ ଏତେଟଙ୍କା ରୋଜଗାର କରନ୍ତି ସରକାର, ଜାଣିଲେ ଉଡିବ ହୋସ୍‌

ନୂଆଦିଲ୍ଲୀ,୨୭।୧୨: ଦେଶରେ ଟିକସ ଆଦାୟର ଏକ ସମ୍ପୂର୍ଣ୍ଣ ନେଟୱାର୍କ ରହିଛି। ଖାଦ୍ୟ ଠାରୁ ଆରମ୍ଭ କରି ରାସ୍ତାରେ ଚାଲିବା ପର୍ଯ୍ୟନ୍ତ ଆମେ ସରକାରଙ୍କୁ ଟିକସ ଦେଉ।...

ଗାଜାରେ ଥମୁନି ଇସ୍ରାଏଲର ଆକ୍ରମଣ, ଏୟାରଷ୍ଟ୍ରାଇକରେ ୫ ଖବରଦାତାଙ୍କ ମୃତ୍ୟୁ

ଗାଜା ସିଟି,୨୭।୧୨: ମଧ୍ୟ ପୂର୍ବରେ ଅସ୍ତ୍ରବିରତି ଉଲ୍ଲଂଘନ ଉଦ୍ୟମ ମଧ୍ୟରେ ବୁଧବାର ରାତିରେ ଗାଜା ଅଞ୍ଚଳର ଏକ ଡାକ୍ତରଖାନା ବାହାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ୫ଜଣ...

ଟ୍ରମ୍ପ ଆସୁ ଆସୁ ପରମାଣୁ ପରୀକ୍ଷଣ ପାଇଁ ପ୍ରସ୍ତୁତ ହେଲାଣି ଆମେରିକା, ରୁଷିଆ ଦେଲା ଖୋଲା ଧମକ

ଓ୍ବାଶିଂଟନ/ମସ୍କୋ,୨୭।୧୨: ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ମଧ୍ୟରେ ଆମେରିକା ପରମାଣୁ ପରୀକ୍ଷଣ ପାଇଁ ପ୍ରସ୍ତୁତ ହେଉଛି। ଏହି ସମୟରେ ରୁଷିଆ ଆମେରିକାକୁ ଚେତାବନୀ ଦେଇଛି। ମସ୍କୋ ଏହାର...

ମୃତ୍ୟୁ ଛୁଇଁ ଦେଇ ଚାଲିଗଲା, ବର୍ତ୍ତିଗଲେ WHO ମୁଖ୍ୟ

ସାନା,୨୭।୧୨: ୟେମେନରୁ ଏକ ବଡ ଖବର ଆସିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନୋମଙ୍କ ଉପରେ ଭୟଙ୍କର ଆକ୍ରମଣ ହୋଇଛି। କିନ୍ତୁ ସେ...

ମନମୋହନ ସିଂଙ୍କ ଦେହାନ୍ତରେ ପାକିସ୍ତାନର ଆସିଲା ପ୍ରଥମ ପ୍ରତିକ୍ରିୟା

ଇସଲାମାବାଦ,୨୭।୧୨: ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ନେତା ଫୱାଦ ଚୌଧରୀ ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।...

ମନମୋହନଙ୍କ ପରଲୋକରେ ଭାଙ୍ଗିପଡ଼ିଲା ଆମେରିକା

ନୂଆଦିଲ୍ଲୀ,୨୭୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ଗୁରୁବାର ରାତିରେ ପରଲୋକ ଘଟିଛି। ମନମୋହନ ଏକାଧାରରେ ଜଣେ ରାଜନେତା, ଅର୍ଥନୀତିଜ୍ଞ ଏବଂ ପ୍ରଶାସକ।ସବୁ ଦଳର ନେତାଙ୍କ ସହ...

୨୦୨୫ରେ ଅର୍ଥନୀତି ଅଭିବୃଦ୍ଧି ହାର ୬.୫% ଆକଳନ

ଭୁବନେଶ୍ୱର,୨୭ା୧୨(ଅନୁରାଧା ମହାରଣା):୨୦୨୫ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ପ୍ରାୟ ୬.୫% ହାରରେ ବୃଦ୍ଧି ପାଇବ। ଅର୍ଥ ମନ୍ତ୍ରଣାଳୟ ଏହାର ମାସିକ ସମୀକ୍ଷା ବୈଠକରେ ଏପରି ଆକଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri