Posted inଜାତୀୟ

ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୩୦।୭: ସମାଜବାଦୀ ପାର୍ଟି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ବଦରିନାଥ ଧାମ ମନ୍ଦିରକୁ ନେଇ ଦେଇଥିବା ବୟାନ ଏବେ ବିବାଦ ଘେରକୁ ଚାଲି ଆସିଛି। ଭାଜପା ପରେ ବହୁଜନ ସମାଜ ପାର୍ଟି(ବିଏସପି) ସୁପ୍ରିମୋ ମାୟାବତୀ ମଧ୍ୟ ମୌର୍ଯ୍ୟଙ୍କ ବିବୃତ୍ତିକୁ ନିନ୍ଦା କରିଛନ୍ତି। ପ୍ରକାଶ ଥାଉକି, ବିରୋଧ ପରେ ମଧ୍ୟ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଏହି ବୟାନ ଉପରେ ନରମ ପଡୁ ନାହାନ୍ତି ଏବଂ ବର୍ତ୍ତମାନ ସମାନ ପ୍ରସଙ୍ଗରେ ଏକ ନୂଆ ବୟାନ ଦେଇଛନ୍ତି।
ସେ ରବିବାର କହିଛନ୍ତି ଯେ ପ୍ରତ୍ୟେକ ମସଜିଦରେ ମନ୍ଦିର ଖୋଜିବାର ପରମ୍ପରା ଭାଜପାକୁ ମହଙ୍ଗା ପଡିବ। ଯଦି ସେମାନେ ଏହା କରନ୍ତି, ତେବେ ଲୋକମାନେ ପ୍ରତ୍ୟେକ ମନ୍ଦିରରେ ବୈଦ୍ଧ ମଠ ଖୋଜିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଐତିହାସିକ ପ୍ରମାଣ, ତଥ୍ୟ ଏବଂ ସାକ୍ଷୀମଧ୍ୟରେ ଯେତେବି ହିନ୍ଦୁ ତୀର୍ଥସ୍ଥାନ ନିର୍ମାଣ କରାଯାଇଛି ସବୁଗୁଡିକ ବୈଦ୍ଧ ମଠ ଉପରେ ନିର୍ମାଣ କରାଯାଇଛି। । ସେ କହିଛନ୍ତି ଯେ ଅଷ୍ଟମ ଶତାବ୍ଦୀର ଆରମ୍ଭ ପର୍ଯ୍ୟନ୍ତ ବଦ୍ରିନାଥ ଏକ ବୌଦ୍ଧ ମଠ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶପଥ ନେଲେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା

ନୂଆଦିଲ୍ଲୀ,୧୧ା୧୧: ସୁପ୍ରିମକୋର୍ଟର ୫୧ତମ ମୁଖ୍ୟ ବିଚାରପତି ଭାବେ ସୋମବାର ଶପଥ ନେଇଛନ୍ତି ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି।...

ସଞ୍ଜୀବ ଖାନ୍ନା କିଏ? ଯିଏ ନେବେ ସିଜେଆଇ ଦାୟିତ୍ୱ

ନୂଆଦିଲ୍ଲୀ,୧୧।୧୧: ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମାରୋହରେ ଜଷ୍ଟିସ ସଞ୍ଜୀବ ଖାନ୍ନା ସୋମବାର ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି (ସିଜେଆଇ)...

‘ବିକ୍ରି ହୋଇଥିବା ଜିନିଷ ଫେରସ୍ତ ନିଆଯିବ ନାହିଁ’, ଏମିତି ଲେଖିଲେ ଦୋକାନୀଙ୍କୁ ହୋଇପାରେ ଜେଲ, ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ,୧୧।୧୧: ପ୍ରାୟତଃ ସପିଂ କରିବା ସମୟରେ, ଆପଣ ହୁଏତ ଅନେକ ଦୋକାନରେ ଗୋଟିଏ ଜିନିଷ ପଢିଥିବେ, ଯେଉଁଥିରେ ଲେଖା ଅଛି ଯେ ବିକ୍ରୟ ସାମଗ୍ରୀ ଫେରସ୍ତ...

ସାବଧାନ! ହୋଇପାରେ ତୃତୀୟ ବିଶ୍ୱଯୁଦ୍ଧ

ନୂଆଦିଲ୍ଲୀ,୧୧।୧୧: ରୁଷିଆ-ୟୁକ୍ରେନ ଏବଂ ଇସ୍ରାଏଲ-ହମାସ ବିବାଦ ଯୋଗୁଁ ତୃତୀୟ ବିଶ୍ୱଯୁଦ୍ଧର ବିପଦ ଆସୁଛି ବୋଲି ରାଷ୍ଟ୍ରିୟ ସ୍ବୟଂ ସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ...

ଦିଲ୍ଲୀର କାନାଡା ଦୂତାବାସ ବାହାରେ ବିକ୍ଷୋଭ

ନୂଆଦିଲ୍ଲୀ,୧୧ା୧୧: କାନାଡାର ବ୍ରାମ୍ପଟନ୍‌ସ୍ଥିତ ହିନ୍ଦୁ ମନ୍ଦିରରେ ଗତ ୩ ତାରିଖରେ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରିଥିଲେ। ଏହାର ପ୍ରତିବାଦରେ ହିନ୍ଦୁ ଶିଖ୍‌ ଗ୍ଲୋବାଲ ଫୋରମ୍‌ର ସଦସ୍ୟମାନେ ରବିବାର...

ପାଉଁଜି ପାଇଁ ୨ ଗୋଡ଼ କାଟିଦେଲେ, ମହିଳାଙ୍କ ମୃତ୍ୟୁ

ଭୋପାଳ, ୧୧।୧୧: ମଧ୍ୟପ୍ରଦେଶ ସିହୋର ଜିଲାର ଗୁରାଡ଼ିଆ ରୂପଚନ୍ଦ ଗ୍ରାମରୁ ଏକ ଲୋମଟାଙ୍କୁରା ଘଟଣା ସାମ୍‌ନାକୁ ଆସିଛି। ମୋଟନ ବାଈ ନାମ୍ନୀ ୭୫ ବର୍ଷୀୟା ମହିଳା...

କେତେ ପଣ୍ଡିତ କଶ୍ମୀର ଫେରିଛନ୍ତି

ସଙ୍ଗୋଲା, ୧୧ା୧୧: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠୁ ଉପତ୍ୟକାକୁ କେତେଜଣ କଶ୍ମୀରୀ ପଣ୍ଡିତ ଫେରିଛନ୍ତି ବୋଲି ରବିବାର...

ମହାରାଷ୍ଟ୍ରକୁ ପ୍ରତିଶ୍ରୁତିରେ ପୋତିଲେ

ମୁମ୍ବାଇ,୧୧ା୧୧: ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନ ପାଇଁ ନଭେମ୍ବର ୨୦ରେ ନିର୍ବାଚନ ଅନୁଷ୍ଠିତ ହେବ। ୨୩ରେ ଫଳାଫଳ ଆସିବ। ମତଦାନକୁ ୧୦ ଦିନ ବାକି ଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri