Categories: ଖେଳ

ୱାନିନ୍ଦୁ ହସରଙ୍ଗାଙ୍କୁ ୧.୫ କୋଟି ଟଙ୍କାରେ କିଣିଲା ସନରାଇଜର୍ସ ହାଇଦ୍ରାବାଦ

ଦୁବାଇ,୧୯।୧୨: ସନରାଇଜର୍ସ ହାଇଦ୍ରାବାଦ ଶ୍ରୀଲଙ୍କାର ମ୍ୟାଜିକାଲ ସ୍ପିନର ୱାନିନ୍ଦୁ ହସରଙ୍ଗାଙ୍କୁ ତାଙ୍କର ମୂଳ ମୂଲ୍ୟ ୧.୫ କୋଟି ଟଙ୍କାରେ କିଣିଛି। ହାଇଦ୍ରାବାଦ ବ୍ୟତୀତ ହାସାରଙ୍ଗା ପାଇଁ କୌଣସି ଦଳ ବିଡ୍ କରିନାହାଁନ୍ତି।

Share