Categories: Video

‘War’ gets a good opening । ‘ୱାର୍’କୁ ଦର୍ଶକଙ୍କ ଭଲ ରେସପନ୍ସ

Hrithik Roshan and Tiger Shroff starrer action-thriller ‘War’ has opened to packed houses across the country this Wednesday. Here is what the audience has to say after watching the first day, first show of the movie. ଅକ୍ଟୋବର ୨ରେ ରିଲିଜ ହୋଇଛି ହ୍ରିତିକ୍ ରୋଶନ ଓ ଟାଇଗର ସ୍ରଫ୍ ଅଭିନୀତ ଫିଲ୍ମ ‘ୱାର୍’। ଗାନ୍ଧୀ ଜୟନ୍ତୀରେ ରିଲିଜ୍ ହୋଇଥିବା ଏହି ଫିଲ୍ମର ଫାଷ୍ଟ ଡେ ଫାଷ୍ଟ ସୋ ଦେଖିବା ପରେ କ’ଣ ରହିଛି ଦର୍ଶକଙ୍କ ପ୍ରତିକ୍ରିୟା ଆସନ୍ତୁ ଦେଖିବା …