Categories: Video

War – Preview of the film । ୱାର – ପ୍ରିଭିୟୁ ଅଫ୍ ଦ ଫିଲ୍ମ

Much awaited action thriller film ‘War’ will hit the screens October 2. Produced by Aditya Chopra, it stars Hrithik Roshan, Tiger Shroff and Vaani Kapoor in key roles. The film follows an Indian soldier who is assigned to eliminate his former mentor. The cast is optimistic about the movie, but its box office performance will be known only after it releases.

ଅକ୍ଟୋବରରେ ରିଲିଜ ହେବାକୁ ଯାଉଛି ଫିଲ୍ମ ୱାର୍ । ଆକ୍ସନ ଷ୍ଟାର ହ୍ରିତିକ୍ ଓ ଟାଇଗର ଏଥିରେ ପରସ୍ପର ବିରୋଧରେ ଥିବା ବେଳେ ବାଣୀ କପୁର ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଛନ୍ତି। ଫିଲ୍ମକୁ ନେଇ ପୂରା ଷ୍ଟାରକାଷ୍ଟ ଆଶାବାଦୀ ଥିବାବେଳେ ଏହା ବକ୍ସ ଅଫିସରେ କେତେ ହିଟ୍ ହେଉଛି ତାହା ରିଲିଜ ପରେ ହିଁ ଜଣାପଡ଼ିବ।