Posted inଫୁରସତ

ଏହି ରାଜ୍ୟରେ ସାମାନ୍ୟ ତରଭୁଜ ପାଇଁ ହୋଇଥିଲା ଯୁଦ୍ଧ, ପ୍ରାଣ ହରାଇଥିଲେ ହଜାର ହଜାର ସୈନିକ

ଯୁଦ୍ଧ କେବେ ବି କାହାର ଲାଭ କରେ ନାହିଁ ବରଂ ବହୁମାତ୍ରାରେ କ୍ଷତି କରେ। ଯୁଦ୍ଧରେ ହଜାର ହଜାର ଜୀବନ ଯାଏ। ଲୋକମାନେ ନିଜ ନିଜର ପ୍ରିୟଜନଙ୍କୁ ହରାଇଥାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଘଟିଥିବା ସମସ୍ତ ଯୁଦ୍ଧରେ ଶକ୍ତି ଏବଂ ଧନ ହିଁ ମୁଖ୍ୟ କାରଣ ପାଲଟିଛି। ଯାହାର ସଦ୍ୟ ଉଦାହରଣ ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ। କିନ୍ତୁ ଇତିହାସରେ ଏପରି ଯୁଦ୍ଧ ହୋଇଥିଲା, ଯାହା କ୍ଷମତା କିମ୍ବା ଅର୍ଥ ପାଇଁ ନୁହେଁ। ଏହି ଯୁଦ୍ଧର କାରଣ କେବଳ ଗୋଟିଏ ତରଭୁଜ ଥିଲା। ଏହି ଯୁଦ୍ଧ ‘ମତିରେ କି ରାଡ’ ନାମରେ ଜଣାଶୁଣା।

ମତିରେର ଅର୍ଥ ତରଭୁଜ। ଭାରତର ପ୍ରତ୍ୟେକ ଅଞ୍ଚଳରେ ଅନେକ ଫଳର ଭିନ୍ନ ଭିନ୍ନ ନାମ ଅଛି। ରାଜସ୍ଥାନରେ ମତେରିର ଅର୍ଥ ହେଉଛି ତରଭୁଜ। ଯେଉଁଠାରେ ରାଡ୍‌ ଅର୍ଥ ଯୁଦ୍ଧ କରିବା। ତାହା ହେଉଛି, ତରଭୁଜ ପାଇଁ ହୋଇଥିବା ଯୁଦ୍ଧ। ସେହି ସମୟରେ ଦୁଇ ରାଜ୍ୟର ରାଜକୁମାରଙ୍କ ମଧ୍ୟରେ ଏକ ତରଭୁଜ ପାଇଁ ସଂଘର୍ଷପୂର୍ଣ୍ଣ ଯୁଦ୍ଧ ହୋଇଥିଲା। ଯେଉଁଥିରେ ହଜାର ହଜାର ସୈନିକ ପ୍ରାଣ ହରାଇଥିଲେ। ବିକାନେର ରାଜକୁମାର ରାଜ୍ୟର ସିଲଭା ଗାଁ ଏବଂ ନାଗରର ଜାଖାନିଆ ଗାଁ ମଧ୍ୟରେ ଏହି ଯୁଦ୍ଧ ହୋଇଥିଲା।

କୁହାଯାଏ, ବିକାନେରର ରାଜକୁମାରଙ୍କ ଏକ ତରଭୁଜ ବଗିଚା ଥିଲା। ଯାହାକି ନାଗୁରର ରାଜକୁମାରଙ୍କ ଦେଶରେ ଏହା ବଢୁଥିଲା। ବିକାନେର ରାଜକୁମାର କହୁଥିଲେ ଏହି ତରଭୁଜ ତାଙ୍କର। କାରଣ ଏହା ସୀମା ମଧ୍ୟରେ ବଢିଥିଲା। ଏପରି ପରିସ୍ଥିତିରେ, ଫଳ ଉପରେ ତାଙ୍କର ଅଧିକାର ଅଛି। ଏହାକୁ ନେଇ ଯୁଦ୍ଧ ଆରମ୍ଭ ହୋଇଥିଲା।

ଗ୍ରାମବାସୀ ଯୁଦ୍ଧ କରିଥିଲେ। ଏହି ଯୁଦ୍ଧ ଦୁଇ ରାଜକୁମାରଙ୍କ ନାମରେ ହୋଇଥିଲା କିନ୍ତୁ ସବୁଠାରୁ କୌତୂହଳର ବିଷୟ ହେଉଛି, ଉଭୟ ରାଜକୁମାରଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ ସମ୍ପର୍କରେ ରାଜ୍ୟର ରାଜାମାନେ ଅବଗତ ନ ଥିଲେ। ଗ୍ରାମବାସୀ ନିଜ ନିଜ ମଧ୍ୟରେ ଯୁଦ୍ଧ କରିଥିଲେ। ଯେତେବେଳେ ଏହି ଯୁଦ୍ଧ ଚାଲିଥିଲା, ସେତେବେଳେ ଉଭୟ ରାଜକୁମାର ରାଜ୍ୟ ମୋଗଲ ସାମ୍ରାଜ୍ୟ ଅଧୀନରେ ରହିଥିଲେ। ଅବଶ୍ୟ ରାଜାମାନେ ଜାଣିବା ବେଳକୁ ବିକାନେର୍‌ ରାଜକୁମାର ଜିତିସାରିଥିଲେ। ତେବେ ଏହି ଯୁଦ୍ଧରେ ହଜାର ହଜାର ସୈନିକ ସେତେବେଳକୁ ପ୍ରାଣ ହରାଇ ସାରିଥିଲେ। ତେବେ ଆଜି ପର୍ଯ୍ୟନ୍ତ କୌଣସି କଥାର ସମାଧାନ ବାଦ ବିବାଦରେ ହୋଇନାହିଁ। ବରଂ ଆଲୋଚନା ମାଧ୍ୟମରେ ହିଁ ସମସ୍ତ ବିଷୟ ସମାଧାନ ହୋଇପାରିବ। ନଚେତ୍‌ ଉଭୟ ପକ୍ଷଙ୍କ କ୍ଷତି ହେବା ହିଁ ସାର ହେବ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କଠାରେ ନିର୍ମିତ ହୋଇଥିଲା ମହାଶ୍ରମଙ୍କ ବିଜୟୀ-ବିଗ୍ରହ

ଆମେ ଗତସଂଖ୍ୟାରେ ସୂଚନା ଦେଇଥିଲୁ ୧୨୫୫ ମସିହାରେ ପଗଡ଼ି ସଦୃଶ ବାରଟି ମୁକୁଟ ଲାଙ୍ଗୁଳା ନରସିଂହଙ୍କ ଆଦେଶରେ ଶ୍ରୀପୁରୁଷୋତ୍ତମ କୋଷାଗାରକୁ ଅର୍ଥାତ୍‌ ଶ୍ରୀମନ୍ଦିର ଭଣ୍ଡାରକୁ ପଠାଯାଇଥିଲା।...

୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ...

ଲୋକଙ୍କ ଭାବନା ଜାଣିପାରିବ ରୋବୋ

ଟୋକିଓ, ୨୩।୧୨: ଭବିଷ୍ୟତରେ ରୋବୋମାନେ କେବଳ ମଣିଷର ଚର୍ମକୁ ସ୍ପର୍ଶ କରି ସେମାନଙ୍କ ଭାବାବେଗ ଜାଣିବାକୁ ସକ୍ଷମ ହେବେ। ‘ଆଇଇଇଇ ଆକ୍ସେସ୍‌’ ଜର୍ନାଲରେ ଏନେଇ ଏକ...

୨୧ ହଜାର ଟଙ୍କାରେ ବିକ୍ରି ହେଲା ଅଣ୍ଡା

ଲଣ୍ଡନ: ସାଧାରଣତଃ ଭାରତରେ ଗୋଟିଏ ଅଣ୍ଡା ୮ରୁ ୧୨ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ତେବେ ନିକଟରେ ବ୍ରିଟେନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଟିଏ ଅଣ୍ଡା ୨୦୦...

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri