ବର୍ତ୍ତମାନ ବିବାହ ସିଜିନ୍ ଚାଲିଛି ବିବାହର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ତେବେ ବିବାହରେ ସବୁଠାରୁ ଗୁରତ୍ୱପୂର୍ଣ୍ଣ ଅଂଶ ହେଉଛି କନ୍ୟାବିଦା। ଏହି ସମୟ ଭାବପ୍ରବଣର ସମୟ। ଏକ ଝିଅ ତାଙ୍କ ନିଜ ଲୋକଙ୍କୁ ଛାଡ଼ି ଅନ୍ୟର ଘରକୁ ଯାଏ। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଖୁବ୍ ହସ ଲାଗିବ।
ଭିଡିଓରେ କନ୍ୟା ଜଣଙ୍କ ବିଦାୟ ସମୟରେ କାନ୍ଦୁଥିବା ଦେଖିବାକୁ ମିଳୁଛି। ମାତ୍ର ଭିଡିଓ ଶେଷରେ ସେ କାନ୍ଦିବାର ଅଭିନୟ କରୁଥିବା ଭଳି ହସୁଛନ୍ତ। ଏହି ଭିଡିଓ ନଭେମ୍ବର ୨୫ରେ ଇନଷ୍ଟାଗ୍ରାମ ପେଜ @ rawat2073 ଦ୍ୱାରା ପୋଷ୍ଟ କରାଯାଇଥିଲା। ଯାହା ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେଉଛି।